ସ୍ବାମୀ ଚାଲିଯିବାର ୧୨ ବର୍ଷ ପରେ ବି ବିଧବାଙ୍କୁ ମିଳି ନାହିଁ ଭତ୍ତା।
ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ବିଡ ପଞ୍ଚାୟତ ବୁଢାପଙ୍କ ଗାଁର ସ୍ୱର୍ଗତ ସୁକାନ୍ତ ନାୟକଙ୍କ ପତ୍ନୀ ସୁଚିତ୍ରା ନାୟକ। ୨୦୦୮ ମସିହାରେ ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ପରେ ଗୋଟିଏ ବୋଲି ପୁଅର ଚିନ୍ତା ଏବେ ତାଙ୍କୁ ଚିନ୍ତାରେ ପକାଇଛି।
ପୁଅଟି ତାଙ୍କର ରକ୍ତ ଶିକୁଳି!-->!-->!-->…
୧,୬୮,୦୦୦ ଟଙ୍କା ବ୍ୟୟରେ ନିର୍ମିତ କଲର୍ଭଟ ଭାଙ୍ଗିଲା
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ଝରାସାହିକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତାରେ ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭରେ ୧,୬୮,୦୦୦ ଟଙ୍କା ବ୍ୟୟରେ ନିର୍ମିତ କଲର୍ଭଟ ଭାଙ୍ଗି ଦୁଇ ପାର୍ଶ୍ଵକୁ ଖସି ପଡ଼ିଛି।
ଏ ବିଷୟରେ ପୂର୍ବରୁ ଆମେ ଖବର ପ୍ରକାଶ କରିଥିଲେ ମଧ୍ୟ ବିଭାଗୀୟ କନିଷ୍ଠ!-->!-->!-->…
ଖବର ପ୍ରସାରଣ ପରେ ଶେଷ ହେଲା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାଲିଆବୋଲ କାଟେଣୀ ପଞ୍ଚାୟତ ଅନ୍ତର୍ଗତ ବଢ଼େଇ କାଟେଣୀ ଗ୍ରାମ ରେ କେନ୍ଦ୍ରୀୟ ଚତୁର୍ଦଶ ଅର୍ଥ ଯୋଜନା ମୁତାବକ ସ୍ଥାନୀୟ ଲୋକ ମାନଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ସାଢ଼େ ତିନି ଲକ୍ଷ ଟଙ୍କା ବ୍ୟୟ ରେ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା ।
ପୂର୍ବରୁ!-->!-->!-->…
ସରକାରୀ ମାଗଣା ଔଷଧ ପୋଡାଯାଉଥିବା ଘଟଣା ; ଘଟଣା ର ତଦନ୍ତ ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ
ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ଼ ନମ୍ବର ୧୦ ଅନ୍ତର୍ଗତ ପୃଷ୍ଟିପାଟଣା ବିଦ୍ୟାଳୟ ପରିସରରେ ପୋଡାଯାଉଛି ସରକାରୀ ମାଗଣା ଔଷଧ l ଯାହା କି ରକ୍ତହୀନତା, ପ୍ରସୂତି, ଶିଶୁ ପୃଷ୍ଟିହୀନତା ଦୂର ଆଦି ରୋଗ ନିମନ୍ତେ ଦରକାର ସମୟରେ ମାଗଣାରେ ନୀୟମିତ ବ୍ୟବଧାନରେ ଉପଲବ୍ଧ!-->…
ଖବର ପ୍ରସାରଣ ପରେ ପୌରପାଳିକା ପକ୍ଷରୁ ହେଲା ସଫେଇ
ଢେଙ୍କାନାଳ ପୋୖରାଞ୍ଚଳ ଅନ୍ତର୍ଗତ ୧୧ ନମ୍ବର ୱାର୍ଡ ରେ ପଡିରହିଥିଲା କୁଢ଼କୁଢ଼ ଅଳିଆ । ସେଗୁଡିକ ପଚି ଖଣ୍ଡ ଅଞ୍ଚଳ ଦୁର୍ଗନ୍ଧ ରେ ନାହିଁ ନଥିବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଥିଲେ ଯେଉଁ ଆଧାର ରେ ଗତ ୩୦ ଅକ୍ଟୋବର ରେ ଢେଙ୍କାନାଳ ଅପଡେଟ ରେ!-->…
ଅଚଳ ହୋଇ ପଡିଛି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ
ପାଣି ଟାଙ୍କିର ମରାମତି ଅଭାବରୁ ଷାଠିଏ ପରିବାର ପାଇଁ ପାନୀୟ ଜଳ ସମସ୍ୟା ମୁଣ୍ଡ ଟେକିଛି। ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ(ବି) ଗ୍ରାମର କାଇଁସିରି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ଉପରେ ଷାଠିଏ ପରିବାର ପାନୀୟ ଜଳ ପାଇଁ ନିର୍ଭରଶୀଳ। ବହୁତ ଥର ଅଚଳ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ପଡ଼ି!-->…
ଦୀର୍ଘ ବର୍ଷ ଧରି ଖତ ଖାଉଛି ଇଲେକ୍ଟ୍ରି ଟ୍ରାନ୍ସଫର୍ମର !
ଗଁଦିଆ ବ୍ଲକ ଦିଗାମ୍ବରପୁର ଗାଁ ର କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ତିନି ବର୍ଷ ତଳେ ଏହି ଗାଁର ନୂଆ ସାହି ପାଇଁ ଟ୍ରାନ୍ସଫର୍ମରଟି ସ୍ଥାପନ କରାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ।
ସ୍ଥାନୀୟ ଲୋକ ଶକ୍ତି!-->!-->!-->…
ମୌଳିକ ସୁବିଧା ରୁ ବଞ୍ଚିତ କୋହ୍ଲା ଗ୍ରାମ ବାସୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସୋରିଷିଆପଦା ପଞ୍ଚାୟତର କୋହ୍ଲା ଗାଁ। ପାହାଡ଼ ଜଙ୍ଗଲ ଘେରା ଏହି ଗାଁକୁ ଯିବାକୁ ଗୋଟିଏ ମାଟି ରାସ୍ତା। ପଞ୍ଚାୟତ ଅଫିସ୍ ଠାରୁ ଆଠ କିଲୋମିଟର ଦୂର ଗାଁଟି କପିଳାସ ଅଭ୍ୟାରଣ୍ଯ ଭିତରେ ଅବସ୍ଥିତ।
ଗାଁରେ ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ!-->!-->!-->…
ଆଜିବି ମନେପଡେ, ୧୯୯୯ ମହାବାତ୍ୟା !
୧୯୯୯ ମସିହା ଅକ୍ଟୋବର୍ ମାସ ୨୯ ତାରିଖ,ଏମିତି କିଛି ଘଟି ଯାଇଥିଲା ଯାହା ଚିରଦିନ ପାଇଁ ସବୁ ଓଡିଆଙ୍କ ମନରେ ଘର କରି ରହିଥିବ । ଇତି ମଧ୍ୟରେ ୨୧ ବର୍ଷ ବିତି ଗଲାଣି ହେଲେ ସେ ପ୍ରଳୟଙ୍କରୀ ମହାବାତ୍ୟାର କରାଳ ରୂପ,କରୁଣ ଦୃଶ୍ୟ ଓ ଲୋମହର୍ଷଣକାରୀ ଅନୁଭୁତି ଆଜି ବି ବହୁ ଓଡ଼ିଆଙ୍କୁ!-->…
ଖବର ପ୍ରସାରଣର ପ୍ରଭାବ ଠିକ ହେଲା ସୋଲାର ପ୍ୟାନେଲ, ଦୁରହେଲା ଜଳ କଷ୍ଟ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁରରେ ୩ଟି ସୋଲାର ପ୍ୟାନେଲ ଲଗାଯାଇଥିବା ବେଳେ ଏହା ମଧ୍ୟରୁ ଗୋଟିଏ ବିଗତ ୩ ମାସ ରୁ ଅଧିକ ହେବ ଅଚଳ ହୋଇପଡିଥିଲା , ଏହା ଭରସାରେ ଅନ୍ୟୁନ୍ୟ ୧୦୦ଟି ପରିବାର ନିର୍ଭରଶୀଳ ଥିଲେ । ତେବେ ଏ ସମସ୍ୟା ନେଇ ଗତ ଜୁନ ୧୭ ତାରିଖ ରେ ଢେଙ୍କାନାଳ!-->…