ସ୍କୁଲ ଆଗରେ ନାହିଁ ହମ୍ପ୍ସ କେବଳ ଅଛି ଫଳକ, ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ
ସ୍କୁଲ ଆଗରେ ନାହିଁ ହମ୍ପ୍ସ ହେଲେ ଅଛି ସୂଚନା ଫଳକ ଆଗରେ ଅଛି ହମ୍ପ୍ସ ସ୍କୁଲ ଏରିଆ ଗତି ନିର୍ଧାରିତ ନିୟମ ଅନୁଯାୟୀ ସୀମିତ କରନ୍ତୁ । ହେଲେ ସ୍କୁଲ ଏରିଆ ପାରିହୋଇ କିଲୋମିଟର ଗଲା ପରେ ମଧ୍ୟ ମିଳିଲା ନାହିଁ ହମ୍ପ୍ସ ।
ଏଭଳି ଏକ ସ୍ଥାନ ହେଉଛି ଢେଙ୍କାନାଳ ଜିଲ୍ଲା କପିଳାସ କୁ ଯିବା!-->!-->!-->…
ଶାଙ୍କୁଲେଇ ଗ୍ରାମର ଘର ଭୁଷୁଡ଼ିବା ଘଟଣା , ଅତିଶୀଘ୍ର ଘର ଖଣ୍ଡେ ଯୋଗାଇବାକୁ ପ୍ରତିଶ୍ରୁତି ଦେଲା ପ୍ରଶାସନ
ଢେଙ୍କାନାଳ ସଦର ବ୍ଲକ ଶାଙ୍କୁଲେଇ ଗ୍ରାମର ୩ନଂ ୱାର୍ଡ ଭଜମନ କାଣ୍ଡି ଙ୍କ ପରିବାର ଏକ ଭଙ୍ଗା ଘର ରହୁଥିଲେ ଯାହା ଫନି ବାତ୍ୟା ରେ ଭାଙ୍ଗି ଯାଇଥିଲା । ତେବେ ଏ ନେଇ ଅନେକ ଥର ଘର ଖଣ୍ଡିଏ ପାଇଁ ଗୁହାରୀ କରିଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଲିନଥିଲା ।
ଭଙ୍ଗା ଘରଟି ଶେଷରେ ଲଗାଣ ବର୍ଷା!-->!-->!-->…
ନିରାଡମ୍ବରରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ବଳଦଯାତ୍ରା , ଏକାଦଶୀ ର ଭସାଣୀ ଯାତ୍ରା ସଂପୂର୍ଣ୍ଣ ବନ୍ଦ !
ପାର୍ବଣଋତୁରେ ପ୍ରତିବର୍ଷ ଉତ୍ସବ ମୂଖର ହେଉଥିବା ଭୁବନ ସହରର ପ୍ରସିଦ୍ଧ ଦୁର୍ଗା ପୂଜା ଓ ବଳଦଯାତ୍ରା ରେ ଚଳିତବର୍ଷ ହେବନାହିଁ ଆନନ୍ଦ ଉଲ୍ଲାସ ଏବଂ ଜନ ସମୁଦ୍ରର ଲହଡି।
ଦଶହରା ରେ ବଜାରଘାଟ ଖାଁ ଖାଁ ।ବ୍ୟବସାୟୀ ହାତବାନ୍ଧି ବସିଥିବା ବେଳେ ପୂଜା ମଣ୍ଡପରେ ପୋଲିସ ପ୍ରଶାସନର ପ୍ରହରା ହେତୁ!-->!-->!-->…
ସମା ଙ୍କ ଯନ୍ତ୍ରଣ। ଶୁଣିଲେ ସରକାର ; ଚିକିତ୍ସା ପାଇଁ ଗଲେ କଟକ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗାଁର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ। ବାପାମାଆଙ୍କର ଗୋଟିଏ ବୋଲି ପୁଅ। ସମା ର ଶରୀର ର ବିଭିନ୍ନ ଅଂଶ ଅସ୍ବଭାବିକ ଭାବରେ ଫୁଲୁଛି। ହାତ, ଗୋଡ଼, ଠାରୁ ଆରମ୍ଭ କରି ଆଖି ପର୍ଯ୍ୟନ୍ତ। ଆଖିକୁ ତାର ଭଲରେ ଦେଖାଯାଉ ନାହିଁ।!-->…
ଆମର ପ୍ରଭାବ ; ସଚଳ ହେଲା ଷ୍ଟେଟ ବ୍ୟାଙ୍କ ଏଟିଏମ ,ଉପକୃତ ହେଲେ ୧୦ ଟି ଗ୍ରାମର ଉପଭୋକ୍ତା
ଓଡ଼ାପଡ଼ା ବ୍ଳକ୍ ନିମବାହାଳି ଛକରେ ଥିବା ଏକମାତ୍ର ଏଟିଏମ ଟି ଦୀର୍ଘ ମାସେ ହେବ ଅଚଳ ଅବସ୍ଥାରେ ପଡିରହିଥିଲା ଲୋକମାନେ ଟଙ୍କା ଉଠାଇବାକୁ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ , ତେବେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରକାଶ ପାଇଥିଲା ।
ଏପୂଜା ସମୟରେ ଲୋକଙ୍କ ଆବଶ୍ୟକତା ଅନୁସାରେ!-->!-->!-->…
ଖବର ପ୍ରସାରଣ ପରେ , କବିଙ୍କୁ ମିଳିଲା ଜମିପଟା ; ଖବୁ ଶୀଘ୍ର ମିଳିବ ଘର
ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ରାମେଶ୍ୱରପୁର ୱାର୍ଡ ନଂ ୧୮ର ବାସିନ୍ଦା କବି ନାୟକ। ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟର ସକାଳୁ ସନ୍ଧ୍ୟା ଯାଏ ଟ୍ରଲି ଟାଣି ଦି ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି, ସାଙ୍ଗରେ ରୁହନ୍ତି ତାଙ୍କ ଧର୍ମପତ୍ନୀ।
ତେବେ ନିଜର ଜମିପଟା ଖଣ୍ଡେ ନଥିବା!-->!-->!-->…
ଖବର ପ୍ରସାରଣ ପରେ , ଭତ୍ତା ପାଇଲେ ଆଦିବାସୀ ଦମ୍ପତ୍ତି
ଗଁଦିଆ ବ୍ଲକର ଷୋରିସିଆପଦା ପଞ୍ଚାୟତର ପାହାଡ଼ ଜଙ୍ଗଲ ଘେରା ଚଟିଘର ଗାଁ। ଦେଓଗାଁ-ଟାଙ୍ଗି ରାସ୍ତାରେ ଥିବା ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଗାଁ। ନିର୍ବାଚନ ଛଡ଼ା ଅନ୍ୟ ବେଳେ କୌଣସି ନେତା ମନ୍ତ୍ରୀଙ୍କ ପାଦ ପଡ଼େ ନାହିଁ ଏହି ଗାଁ ରେ। ଏହି ଗାଁ ଆଦିବାସୀ ଦମ୍ପତ୍ତି ମଙ୍ଗୁ ଜଙ୍ଗ (୬୮) ଓ!-->…
ମାନସିକ ବିକୃତା ମହିଳାଙ୍କୁ ଉଦ୍ଧାର କରିବା ଦାବି
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ରାସ୍ତା କଡ଼ ହାଟ ଭିତରେ ଜନୈକା ମହିଳା ଗତ ବର୍ଷେ ହେବ ପଡି ରହିଛି l ଏହି ରାସ୍ତା ଦେଇ ଅନେକ ପ୍ରଶାସନିକ ଅଧିକାରୀ ଓ ବିଧାୟିକା ତଥା ଅନ୍ୟ ରାଜନୈତିକ ବ୍ୟକ୍ତି ମାନେ ଯାତାୟାତ କରୁଥିଲେ ମଧ୍ୟ ସେମାନେ ନଜର ଅନ୍ଦାଜ କରି!-->…
ଖବର ପ୍ରସାରଣ ପରେ ପାଞ୍ଚାଳି ଙ୍କ ଚିକିତ୍ସା ଦାୟିତ୍ୱ ନେଲେ ସରକାର
ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଅଧୀନସ୍ଥ କେନ୍ଦୁମୁଣ୍ଡା ଗ୍ରାମର ଶୁକୁରୁ ଘଟୁଆଳ ଙ୍କ ଝିଅ ପାଞ୍ଚାଳି ଘଟୁଆଳ । ଆଜକୁ ତିନି ଚାରି ବର୍ଷ ହେବ ମାନସିକ ବିକୃତି ହେତୁ ବାୟାଣୀ ଭଳି ହେଉଛନ୍ତି ।ଅତ୍ୟନ୍ତ ଗରିବ ଏବଂ ଅସହାୟ ହେତୁ ଝିଅ କୁ ଡାକ୍ତରଖାନା କୁ ନେଇପାରୁନଥିଲେ ପିତାମାତା ।!-->…
ଜିଲ୍ଲା ରେ ପୁଣି ଥାନା ଅଧିକାରୀ ଙ୍କ ମନମାନି ; ନାବଳିକା ଅପହରଣ ଘଟଣ।ରେ ଚୁପ ପୋଲିସ୍ , ନ୍ୟାୟ ପାଇଁ ଏସପି ଙ୍କ…
ନାରୀ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ହେଲେ ଖୋଦ୍ ସୁରକ୍ଷା ଦାୟିତ୍ବ ନିର୍ବାହ କରିବା ପାଇଁ ନିଯୁକ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଯେଉଁ କାରଣ ପାଇଁ ସରକାରଙ୍କ ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ ହେଉଛି।
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆ!-->!-->!-->…