News
lipub
samparksetu

ଖରାପ ରାସ୍ତା ସାଜିଲା ବାଧକ ଷ୍ଟ୍ରେଚରରେ ବୁହା ହେଲେ ମା’ ସହ ନବଜାତ

ସ୍ଵାଧୀନତାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେବି ରହିଛି ବହୁ ଅପହଞ୍ଚ ଇଲାକା , ସେଠାରେ ପହଁଚି ପାରି ନାହିଁ ସରକାରୀ ସହାୟତା ଯୋଜନା ସେଠାରେ କେବଳ କାଗଜପତ୍ର ରେ ସୀମିତ । ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ଅନ୍ତର୍ଗତ

ରବି ଙ୍କ ମୃତ୍ୟୁ ପରେ ଅବହେଳା ଅବସ୍ଥାରେ ଅଛନ୍ତି ପରିବାର, ନା ଅଛି ଆଧାର କାର୍ଡ ନା ମିଳୁଛି କୌଣସି ସରକାରୀ ସାହାଯ୍ୟ

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ପୁରୁଣା କୋର୍ଟ ବିଲ୍ଡିଂର ପରିତ୍ୟକ୍ତ ଗ୍ୟାରେଜରେ ପରିବାରସହ ରହୁଥିବା ରବି ମହାରଣା ଙ୍କର ଖାଦ୍ୟଅଭାଵ ଯୋଗୁ ମୂର୍ତ୍ୟୁ ହୋଇଯାଇଛି । ସେ ଦୀର୍ଘ ୧୨ବର୍ଷ ହେଲା ସ୍ୱାମୀ ପରିତ୍ୟକ୍ତା ଭଉଣୀ ସହ କଳି ହେବାରୁ ଘରୁ ବାହାରି ଆସି ଦୋକାନ ବାରଣ୍ଡା ଏବଂ ଗଛ

ଅସ୍ବଭାବିକ ଭାବରେ ଫୁଲୁଛି ଶରୀର ର ବିଭିନ୍ନ ଅଂଶ ,ଯନ୍ତ୍ରଣ। ରେ ଛଟପଟ ସମା

ଦୁନିଆକୁ ଭଲରେ ଦେଖି ନାହିଁ ହେଲେ ଦଇବ ଏମିତି ଯନ୍ତ୍ରଣା ଦେଉଛି ଯେ ଦେଖିଲେ ଆଖିରୁ ଆପେ ଆପେ ଲୁହ ଝରି ପଡିବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକର ଘାଘରାମୁଣ୍ଡା ଗାଁର ମଙ୍ଗୁଳୁ ତିରିଆଙ୍କ ୭ ବର୍ଷର ପୁଅ ସମା ତିରିଆ। ବାପାମାଆଙ୍କର ଗୋଟିଏ ବୋଲି ପୁଅ। ସମା ର ଶରୀର ର ବିଭିନ୍ନ ଅଂଶ

ସୋସିଆଲ ମିଡ଼ିଆ ଝଡ଼

ଆଜିକାଲିର ଦୁନିଆ ସୋସିଆଲ ମିଡ଼ିଆର ଦୁନିଆ ଏହା ମୁ ନୁହେଁ ଆମେ ସମସ୍ତେ କହୁଚେ । ତେବେ ମୁଦ୍ରାର ଦୁଇ ପାର୍ଶ୍ଵ ପରୀ ପ୍ରତିଟି ଜିନିଷର ସଦ ଓ ଅସଦ ଦୁଇଟି ବ୍ୟବହାର ରହିଛି । ସଦ ବ୍ୟବହାର ଯେପରିକି କୌଣସି ପର୍ଯ୍ୟଟନ ସ୍ଥଳୀ ର ସୂଚନା ମିଳିପାରିବା, କୌଣସି ସମସ୍ୟା ନେଇ କର୍ତ୍ତୃପକ୍ଷ ଙ୍କ

ନଗାରୀ ରୁ ସୁରଭୀ ରାସ୍ତା ର ୧କିମି ରାସ୍ତା ଶୋଚନୀୟ

ଗୋଟିଏ ଅଞ୍ଚଳର ବିକାଶ ସେ ଅଞ୍ଚଳ ଗମନାଗମନ ସୁବିଧା ଉପରେ ନିର୍ଭରଶୀଳ। କିନ୍ତୁ ଆଜି ବି ଜିଲ୍ଲାର କେତେକ ଗାଁ ଅଛି ଯେଉଁ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ପଞ୍ଚାୟତ ଅନ୍ତର୍ଗତ ନଗାରୀ ରୁ ସୁରଭି ତାଳଡଙ୍ଗା ଦେଇ ଯାଇଥିବା ରାସ୍ତା ୨.୫ କିଲୋମିଟର । ଏହି ରାସ୍ତା

୫୦ ବର୍ଷ ହେଲା କଣ୍ଟାପାଳ ଗାଁ କୁ ନାହିଁ ରାସ୍ତା

କାମାକ୍ଷାନଗର ବ୍ଳକ୍ କଣ୍ଟାପାଳ ଗ୍ରାମପଞ୍ଚାୟତ କଣ୍ଟାପାଳ ଗ୍ରାମର ଶବରସାହି - ପାତୁଆବିଲ ରାସ୍ତା ଶୋଚନୀୟ ହୋଇପଡିଛି । ଫଳରେ ଗ୍ରାମବାସୀ ଙ୍କର ଯାତାୟତରେ ଅସୁବିଧା ହେଉଛି ।ଏହି ଗ୍ରାମରେ ପ୍ରାୟ ୭୫ ଟି ପରିବାର ବାସ କରୁଛନ୍ତି । କିନ୍ତୁ ଦୀର୍ଘ ୫୦ ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ବଜେଲ

ଶେଷରେ ବନ୍ଦ ହେବ ଝିଲ୍ଲୀ ପଥର ଖଣି

କଙ୍କଡ଼ାହାଡ଼ ତହସିଲ ଅଧିନ ଝିଲ୍ଲୀ ଗାଁରେ ବେଆଇନ ଚାଲିଥିବା ପଥର ଖଣି ବିଷୟରେ ପୂର୍ବରୁ ଅନେକ ବାର ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ ହୋଇଛି । ତେବେ ଶେଷରେ ଉକ୍ତ ପଥର ଖଣି କୁ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । କଙ୍କଡାହାଡ଼

ବର୍ଷା ହେଲେ ଉବୁଟୁବୁ ରଥଗଡା

ଅଦିନିଆ ବର୍ଷାରେ ବେହାଲ ଢେଙ୍କାନାଳ ସହର କେଉଁଠି ଆଣ୍ଠୁଏ ପାଣି ତ କେଉଁଠି ରାସ୍ତାଉପର ଖାଲ ରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ତେବେ ସବୁଠାରୁ ଅଧିକ ଦୁର୍ଦ୍ଦସା ଦେଖିବାକୁ ମିଳିଛି ରଥଗଡା ମାର୍କେଟ ରେ । ସହରର ବ୍ୟବସାୟିକ କେନ୍ଦ୍ରବିନ୍ଦୁ ପାଲଟିଥିବା ରଥଗଡାର ହାଲ ସାମାନ୍ୟ ବର୍ଷା ହେଲେ

ଓଡିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ସବୁବେଳେ ରୁଣୀ ରହିବି ; ନବୀନ ପଟ୍ଟନାୟକ

ନବୀନ @ ୭୫ ; ସଫଳ ଓ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନିରାଡ଼ମ୍ବର ଓ ସରଳ ଜୀବନ ଶୈଳୀରେ ବିଶ୍ବାସ ରଖିଥିବା ନବୀନ ଜଣେ ପ୍ରବୀଣ ଓ ଚତୁର

ଆବେଦନ ର ୧୧ ମାସ ପରେ ମଧ୍ୟ ମିଳିନାହିଁ ଭିନ୍ନକ୍ଷମ ସାର୍ଟିଫିକେଟ

ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗାଁର କୈଳାସ ବେହେରା( ୫୦) । ଗୋଟିଏ ବୋଲି ଝିଅ ବିବାହ ପରେ ଦୁଇ ପୁଅ ଓ ପତ୍ନୀ ସହ ଏବେ ଗୋଟିଏ ବଖରା ପୁରୁଣାକାଳିଆ ଘରେ ରହୁଛନ୍ତି। ଯେଉଁ ଘରେ ବର୍ଷା ହେଲେ ପାଣି ଗଳେ ବୃତି ରେ ଜଣେ ଚାଷୀ । ତିନି ବର୍ଷ ତଳେ ହଠାତ୍ ଏକଅଙ୍ଗିଆ ବାତ ଧରିବାରୁ ସେ
error: Content is protected !!