News
lipub
samparksetu

ମୃତକଙ୍କୁ ସମ୍ମାନ, ବିଦ୍ୟୁତ୍ ଚୁଲା ପାଇଁ ଦାବି

ସାଧାରଣତଃ ମଣିଷ ମୃତ୍ୟୁ ପରେ ସଂସ୍କାର ପୂର୍ବକ ଶବ ସତ୍କାର କରାଯାଇଥାଏ। ଏ ବ୍ୟବସ୍ଥା ପୁରାତନ ଯୁଗରୁ ଚାଲି ଆସୁଥିବାବେଳେ ଢେଙ୍କାନାଳ ସହରବାସୀ ବା ଏଠିକାର ଡାକ୍ତରଖାନାରେ ମୃତୁ୍ୟବରଣ କରୁଥିବା ସବୁ ଲୋକଙ୍କ ଭାଗ୍ୟରେ ଲେଖା ନାହିଁ। ସହର ଉପକଣ୍ଠରେ ଥିବା ଶ୍ମଶାନରେ ସତ୍କାର ପାଇଁ ଉପଯୁକ୍ତ

ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ଗ୍ରାମରେ ରହିଛି ଦୁଇଟି ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର । ତେବେ ଏନେଇ ଅଞ୍ଚଳ ବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସୂଚନା ଅନୁଯାୟୀ କନ୍ତିଓପୁଟସାହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନିକଟରେ ଏବଂ

ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡାଙ୍କ ଅବଦାନ; ସକାଳ ସୁରୁଜ ତୁ

ଡିଜିଟାଲ ମିଡ଼ିଆ ପ୍ଲାଟଫର୍ମ ରେ ରିଲିଜ ହୋଇଛି ଅସୀମା ପଣ୍ଡା ଅଫିସିଆଲ ପ୍ରଯୋଜିତ ଓ ବ୍ରଦର୍ଶ ଏଣ୍ଟରଟେନମେଣ୍ଟ ଦ୍ଵାରା ନିର୍ମିତ ଆଲବମ 'ସକାଳ ସୁରୁଜ ତୁ ' । ଏହାର ସଙ୍ଗୀତ ନିର୍ଦ୍ଦେଶନା ଓ ଗୀତକୁ ଲେଖିଛନ୍ତି ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡା ଏବଂ ନିଜ ଲେଖାକୁ ଆସିମାଙ୍କ ତାଳରେ ସଜାଇ

ହଜିଗଲା ବିଜୁ ପଟ୍ଟନାୟକ ପାର୍କ ଯୋଜନା !

ଢେଙ୍କାନାଳ ଜିଲ୍ଲା କୁଞ୍ଜକାନ୍ତ ମଧୁବନ ସ୍ଥିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଠ ସରକାରୀ ଜମିକୁ ହରିଲୁଟ ଉଦ୍ୟମ କରାଯାଇଥିବା ବେଳେ ମାନବାଧିକାର ଆୟୋଗ ଓ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଞ୍ଜୁରୀକୁ ସରକାରୀ ବାବୁଙ୍କ ବେଖାତିର କରାଯାଇଥିବାର ଅଭିଯୋଗ ହୋଇଛି ।

ଚାଲିଗଲେ ଗୋବିନ୍ଦ, ଦୁଃଖ ଦରିଆରେ ରହିଗଲେ ପାଞ୍ଚାଳୀ

ମନେ ପଡେ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଓ ପାଞ୍ଚାଳୀଙ୍କର ନିବିଡ଼ ସମ୍ପର୍କ । ବସ୍ତ୍ର କାନିଟିଏ ପାଇଁ ଅଜସ୍ର ବସ୍ତ୍ରର ସାହାଯ୍ୟ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଆଜିର ସମାଜରେ ସେମିତି ଜଣେ ପାଞ୍ଚାଳୀ ଅଛନ୍ତି ଯିଏକି ଦୁଃଖ ଦରିଆରେ କାଳାତିପାତ କରୁଛନ୍ତି ଏବଂ ଗୋବିନ୍ଦ ତାଙ୍କୁ ଛାଡି

ସୋସିଆଲ ମିଡିଆ ର ତାକତ୍ ଓ ବାବା କି ଢାବା

ଆଜି ସଖାଳେ ଫେସବୁକ ଖୋଲୁ ଖୋଲୁ ଦିଲ୍ଲୀ ର ମାଲବ୍ୟ ନଗର ଏକ ଢାବା "ବାବା କି ଢାବା" ଛୋଟିଆ ଦୋକାନ ଟିଏ ପନିର ମଟର ଆଉ ରୋଟି ବିକ୍ରି କରୁଥିବା ଖୁବ୍ ଛୋଟ ଦୋକାନ ,ର ଭିଡିଓ ଦେଖୁଥିଲି ,ଜଣେ ଫୁଡ୍ ବ୍ଲଗର (ୟୁଟ୍ୟୁବର ) ଢାବର ମାଲିକ ଙ୍କ ସହ କଥା ହେବା ବେଳେ ବିକ୍ରି ହେଉନଥିବାରୁ ଭୋ ଭୋ

ମରଣଯନ୍ତା ପାଲଟିଛି ବ୍ରାହ୍ମଣୀ ପୋଲ

ଢେଙ୍କାନାଳ ଓ ଅନୁଗୋଳ ସୀମାନ୍ତ ଜଟିଆ ୫୩ ନମ୍ବର ଜାତୀୟ ରାଜପଥ। ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ରାଜପଥ। ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେଉଁଝର ପରି ଖଣି ପ୍ରବଣ ଜିଲ୍ଲା ଠାରୁ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ମାଲବାହୀ ଗାଡ଼ିଗୁଡିକ ଯାତାୟାତ କରନ୍ତି। ତେବେ ରାସ୍ତାରେ ବ୍ରାହ୍ମଣୀ ନଦୀ ବ୍ରିଜ

ଖତ ଖାଉଛି ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କମଗରା ଶାସନର ଅଙ୍ଗନୱାଡି ନିକଟରେ ଦୀର୍ଘ ବହୁ ଦିନ ହେବ ଏକ ଟ୍ରାନ୍ସଫର୍ମର ସ୍ଥାପନା କରାଯାଇଥିଲା । ଅଞ୍ଚଳ ବାସୀଙ୍କ ସୂଚନା ଅନୁଯାୟୀ ଟ୍ରାନ୍ସଫର୍ମରଟି ବହୁ ଦିନ ସ୍ଥାପନ ପରେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟରତ ହୋଇପାରି ନାହିଁ, ଫଳରେ

ଖବର ପ୍ରସାରଣ ପରେ ଘେରାବନ୍ଦୀ ହେଲା ମୁକୁଳା ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ୍ ଦିଘୀ ପଞ୍ଚାୟତ ସରଦେଇପୁର ଗ୍ରାମ ଗୋରଡ଼ିଆ (କ) ପ୍ରାଥମିକ ବିଦ୍ୟାଳୟ ନିକଟରେ ଦୀର୍ଘ ବର୍ଷ ହେଲା ସ୍ଥାପନ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାନୀୟ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡିଥିଲା ଏହି ରାସ୍ତା ଦେଇ ସାଧାରଣ ଲୋକଙ୍କ ସମେତ ସ୍କୁଲ ଛାତ୍ର ,

କାମ ପୋଲା ରାସ୍ତା ଖୋଲା, ପୁଣି କୁଞ୍ଜକାନ୍ତ ରେ ଦବିଲା ରାସ୍ତା

ବାରମ୍ବାର ଢେଙ୍କାନାଳ ପୌରପାଳିକାର ବିଭିନ୍ନ ଅପାରଗତାର ଖବର ପ୍ରସାରଣ ପରେ ମଧ୍ୟ ପୁଣି ସେହି ଭୁଲ ଦୋହରାଇ ଚାଲିଛନ୍ତି ପୋୖରପାଳିକା କର୍ତ୍ତୃପକ୍ଷ । ରାସ୍ତା ମରାମତି ହେଉ ବା ଅଳିଆ ସଫା ବା ହେଉ ଭଙ୍ଗା ଡ୍ରେନ ସବୁଥିରେ ପଛଘୁଞ୍ଚା ଦେଇଛନ୍ତି କର୍ତୁପକ୍ଷ । ଆଜି ଢେଙ୍କାନାଳ
error: Content is protected !!