ବାର୍ଦ୍ଧକ୍ୟ ଭତ୍ତା କୁ ଚାହିଁ ରହିଛନ୍ତି ହରିପୁରର ହରିଆ
ଢେଙ୍କାନାଳ ଜିଲ୍ଲା ହରିପୁରର ହରିଆ ଦେହୁରୀ, ନା ଅଛି ପକ୍କାଘର ନା ମିଳି ପାରୁଛି କିଛି ସହାୟତା କିନ୍ତୁ ଚାହିଁ ରହିଛନ୍ତି କେବେ ମିଳିବ ମୋ ବାର୍ଦ୍ଧକ୍ୟ ଭତ୍ତା।
ସଦର ମହକୁମା ଗୁଣ୍ଡିଚା ପଡ଼ା ପଞ୍ଚାୟତ ହରିପୁର ଗ୍ରାମର ହରିଆ ଦେହୁରୀ। ବୟସ ଦେଖିଲେ ଲାଗୁଛି, କେବେଠୁ ଷାଠିଏ ଟପିଲାଣି!-->!-->!-->…
ଗାଁ କୁ ଅପହଞ୍ଚ ସରକାରୀ ଯୋଜନା ; ଗାଁ କୁ ନାହିଁ ପକ୍କା ରାସ୍ତା
ଗାଁ କୁ ଅପହଞ୍ଚ ସରକାରୀ ଯୋଜନା। ସାଧିନତାର ୭୪ ବର୍ଷ ପରେ ମଧ୍ୟ ଗାଁ କୁ ନାହିଁ ପକ୍କା ରାସ୍ତା।ସରକାର କରୁଛନ୍ତି ମାଳ ମାଳ ଯୋଜନା କିନ୍ତୁ ବାସ୍ତବ ପକ୍ଷେ ପରଜଙ୍ଗ ବ୍ଳକ୍ ଜୟ ପୁରାକଟେଣି ଗ୍ରାମ ପଞ୍ଚାୟତର ପଦ୍ମପୋଖରୀ ବାସିଙ୍କ ପାଇଁ ଯୋଜନା ସାତ ସପନ।
ଗାଁ ଦାଣ୍ଡରେ ଅଣ୍ଠୁଏ ପାଣି।!-->!-->!-->…
ଦ୍ଵିତୀୟ ଘଟ ଗାଁ ରୂପେ ପରିଚିତ ଗଡଖଙ୍କିରା ମା ତାରିଣୀ ପୀଠ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ଗଡଖଙ୍କିରା ମା ତାରିଣୀ ମନ୍ଦିର ମା ଙ୍କ କୃପାରୁ ପର୍ଯ୍ୟଟନ କ୍ଷେତ୍ରରେ ଏହା ୨ୟ ଘଟ ଗାଁ ର ସୂଚନା ପ୍ରଦାନ କରୁଛି ।
ଏହି ମନ୍ଦିର ଟି ୨୦୧୨ ଅକ୍ଟୋବର ୧ ତାରିଖ ଦିନ ପ୍ରତିଷ୍ଠା ହୋଇଥିଲା । ମନ୍ଦିର ର ନିର୍ମାଣ କାର୍ଯ୍ୟ ୨୦୦୮ ଆରମ୍ଭ ହୋଇ ୨୦୧୨ ଶେଷ!-->!-->!-->…
ଖବର ପ୍ରସାରଣ ପରେ ଠିକ୍ ହେଲା ଷ୍ଟ୍ରୀଟ ଲାଇଟ
ଢେଙ୍କାନାଳ ପୌରାଞ୍ଚଳ ଲଳିତନଗର ୱାର୍ଡ ନଂ ୩ ରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଯାହା ବହୁତ ଦିନ ହେବ ଖରାପ ହେବାରୁ ଠିକ୍ ରେ ଜଳୁନଥିବା ଖବର ୧୦ ସେପ୍ଟେମ୍ବର ରେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା ।
ପୂର୍ବରୁ ପ୍ରସାରିତ ଖବର
ତେବେ ଖବର ପ୍ରସାରଣ ପରେ ଉକ୍ତ ଷ୍ଟ୍ରୀଟ ଲାଇଟ ଟିକୁ!-->!-->!-->!-->!-->…
ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଢେଙ୍କାନାଳ ପୋୖରପାଳିକା ଅଧିକାରୀଙ୍କ ଦୁର୍ନୀତିରେ ତାଲା ପକାଇବେ ସାଂସଦ
ଢେଙ୍କାନାଳ ପୋୖରପାଳିକା ମହାମାରୀ କରୋନା ସମୟରେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେଇ ମନମାନି କରୁଛି ବୋଲି ସାଂସଦ ମହେଶ ସାହୁ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୨୯ ତାରିଖ ରେ ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ସାଂସଦ, ତେବେ ଏ ନେଇ ସାଂସଦ!-->…
କ୍ରଲ୍ ରୁ ଏନ୍-କ୍ଳୋଜରକୁ ଗଲା “ରାକେଶ”
ରାକେଶ ଦୀର୍ଘ ଦିନ ଧରି କପିଳାସ ଏଲିଫ୍ୟାଣ୍ଟ୍ ରେସକ୍ୟୁ ସେଣ୍ଟର ର କ୍ରଲ୍ ଭିତରେ ଆବଦ୍ଧ ହୋଇ ରହିଥିଲା। ଏବେ ସେଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଅସ୍ଥାୟୀ ରହଣୀ ସ୍ଥାନରେ ଛଡାଯାଇଛି ।ଦୀର୍ଘ ଦିନର ବନ୍ଦ ଜୀବନରୁ ଏବେ ତାକୁ କିଛିଟା ଆଶ୍ବସ୍ତି ମିଳିଛି। କପିଳାସ ଚିଡିଆଖାନା ପରିସର!-->…
ଖବର ପ୍ରସାରଣ ର ପ୍ରଭାବ ; ଜନ୍ମରୁ ଦିବ୍ୟ।ଙ୍ଗ ଥିବା ଶ୍ରୀଧର ପାତ୍ର ଙ୍କୁ ମିଳିଲା ଭତ୍ତା
କଙ୍କଡାହାଡ: କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ବିରାଶାଳ ପଞ୍ଚାୟତର ମଦନାପାଳ ଗାଆଁର ଶ୍ରୀଧର ପାତ୍ର, ଜନ୍ମରୁ କାନକୁ ଶୁଣାଯାଉ ନାହିଁ। କାନକୁ ଶୁଣାଯାଏ ନାହିଁ ବୋଲି ବାହାରକୁ କାମ କରି ଯାଇ ପାରନ୍ତି ନାହିଁ। ତା ଛଡା କଥା ବି ସେ ଠିକ୍ ଭାବରେ କହିପାରନ୍ତି ନାହିଁ। ତେବେ ତାଙ୍କ ପାଖରେ!-->…
ଭତ୍ତା ରୁ ବଞ୍ଚିତ ଦେବକୀ
କାମାକ୍ଷାନଗର: ବର୍ଷେ ତଳେ ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ! ଦୁଇଟି ପୁଅ ଯେ ଜଣେ ଦିନ ମଜୁରୀଆ ଓ ଅନ୍ୟ ଜଣେ ମାନସିକ ବିକୃତ। ନା ଅଛି ରୋଜଗାର ନା ଅଛି ଧନ ସମ୍ପତ୍ତି! ଦଇବ ଦେଇଛି ଦାରୁଣ ଦୁଃଖ। ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତା ଦେବକୀ ବେହେରା।
ଢେଙ୍କାନାଳ କାମାକ୍ଷାନଗର!-->!-->!-->…
ଖବର ପ୍ରସାରଣର ପ୍ରଭାବ ; ହଳଧରଙ୍କୁ ମିଳିଲା ଟ୍ରାଇସାଇକେଲ
କଙ୍କଡାହାଡ ବ୍ଲକ ବିରାଶାଳ ପଞ୍ଚାୟତର ଦିବ୍ଯାଙ୍ଗ ହଳଧରଙ୍କ କଥା। ଦିବ୍ଯାଙ୍ଗ ହଳଧରଙ୍କର ଦୁଇ ପୁଅ ଏବେ ବି ନାବାଳକ। ପାଠଶାଠ କହିଲେ ଚତୁର୍ଥ କି ପଞ୍ଚମ ପର୍ଯ୍ୟନ୍ତ ପଢ଼ିଛନ୍ତି। ସରକାରୀ ସ୍ତରରୁ ଭତ୍ତା ବା ରାସନ୍ ମିଳୁଛି ଯାହା ପରିବାର ଚଳାଇବା ପାଇଁ ଯଥେଷ୍ଟ ନୁହେଁ। ଚାରି ପ୍ରାଣୀ ପେଟ!-->…
ଭଙ୍ଗାକୁଡ଼ିଆରେ ଦିନ କାଟୁଛନ୍ତି ବଂଶୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ କଳିଙ୍ଗା ଗ୍ରାମ ୱାର୍ଡ.ନଂ- ୪ର ସ୍ବର୍ଗତ ଜଗବନ୍ଧୁ ବେହେରାଙ୍କ ପୁଅ ବଂଶୀଧର ବେହେରା । ପେଷାରେ ଜଣେ ଛେଳି ଚରାଳି ତେଲ ଲୁଣ ସଂସାର ହାତକୁ ପେଟ, ରହିବାକୁ ନାହିଁ ଖଣ୍ଡିଏ ଉପଯୋଗି ଘର । ଭଙ୍ଗା କୁଡ଼ିଆରେ ନିଜ ସ୍ତ୍ରୀ ଓ ଝିଅ ସହ ଦୁଃଖର ସହ!-->…