News
lipub
samparksetu

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଅବ୍ୟବସ୍ଥା , କେଉଁଠି ପାଣି ଟ୍ୟାପ ନାହିଁ ତ କେଉଁଠି ବଲବ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ସବୁ ସମୟରେ ନାନା ସମସ୍ୟା ଲାଗିରହିଛି l ଯାହା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ବର୍ଷ ଦୁଇଟି ନପୂରୁଣୁ ସାତ ମହଲା ବିଶିଷ୍ଟ ହସ୍ପିଟାଲରେ ବିଭିନ୍ନ ପ୍ରକାର ଚୋରି ଥମିବାର ନା ନେଉନାହିଁ l କୌଣସି ଶୌଚାଳୟ ରେ ପାଣି

ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଟୋଲରପଶି ଗାଁର ୧୫୦ ପରିବାର ପାଇଁ ସମସ୍ୟା ସାଜିଛି ପାନୀୟ ଜଳ

ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଟୋଲରପଶି ଗାଁର ୧୫୦ ପରିବାର ପାଇଁ ସମସ୍ୟା ସାଜିଛି ପାନୀୟ ଜଳ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ଗାଁର ସବର ସାହି ନିକଟରେ ଥିବା ବହୁ ପୁରୁଣା ଗୋଟିଏ କୂଅ ହିଁ ସାହା। ସବର ସାହି ଓ ଗୋପାଳ ସାହିର ଲୋକଙ୍କ ପାଇଁ ଗୋଟିଏ କୂଅ ଭରଷା। ବହୁତ ବର୍ଷ ତଳେ

ଘର ନିର୍ମାଣ ପରେ ମିଳୁନି ଏନଆରଜିଏସ ଟଙ୍କା

ଗରିବ ଲୋକଙ୍କୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେଉଛନ୍ତି। ଯାହାର ଅଟକଳ ପରିମାଣ ହେଉଛି ୧,୨୦,୦୦୦ ଟଙ୍କା। ଘର ନିର୍ମାଣ ପାଇଁ ସରକାର ଅଗ୍ରୀମ କିସ୍ତି ଆକାରରେ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି। ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା ଦେଇଥାନ୍ତି, ଯେଉଁ

ହେ ବୀରପୁତ୍ର, ତୁମ ସାହାସର ଗାଥା ସାରା ମାନବ ସର୍ବଦା ମନେ ରଖିବ

୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ମୁହଁକୁ ମୁହଁ ଦିଶୁନି ତିନି ଦିନ ହେଲା ମେଘ, ବର୍ଷା, ବିଜୁଳି ଓ ଘଡଘଡିର ତାଣ୍ଡବଲୀଳା ଚାଲିଛି ସେଇ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଛନ୍ତି ବାଳକ ବୀର ବାଜି ରାଉତ ସେ

ଖବର ପ୍ରସାରଣ ର ପ୍ରଭାବ ; ପାଣି ନଜମିବା ପାଇଁ ମରାମତି ହେଲା ରାସ୍ତା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ବଜାରରେ ଅସରାଏ ବର୍ଷା ହେଲେ ବର୍ଷା ପାଣି ଗାଁ ଏବଂ ବଜାର ଦୁଇ ଭାଗ କରିଦେଉଥଲା । ଯୋରନ୍ଦା ଗାଁ ମୁଣ୍ଡ ଶିବ ମନ୍ଦିର ପାଖରେ ଥିବା ଚାରି ଛକରୁ ଗୋଟିଏ ପଟେ କଲୁରୀଆକୁ ରାସ୍ତା, ଡାହାଣ କୁ ଯୋରନ୍ଦା ଗାଁ ଓ ସିଧା ଗଲେ

ଇତିହାସର ନୂଆ ପୃଷ୍ଠା, ଚାନ୍ଦା ବିହୀନ ହେବ ଲକ୍ଷ୍ମୀପୂଜା ୨୦୨୦

ଚଳିତ ବର୍ଷ ଅକ୍ଟୋବର ୩୦ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ପରମ୍ପରା ଓ ଐତିହ୍ୟକୁ ବଜାଇ ରଖିବା ସହ କରୋନା ମହାମାରୀକୁ ଦୃଷ୍ଟି ରେ ରଖି ୫ ଅକ୍ଟୋବର ଦିନ ଜିଲ୍ଲା ପରିଷଦ ସମ୍ମୀଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । କରୋନା କଟକଣାକୁ ଆଖି ଆଗରେ ରଖି ପ୍ରଶାସନ

ମୃତକଙ୍କୁ ସମ୍ମାନ, ବିଦ୍ୟୁତ୍ ଚୁଲା ପାଇଁ ଦାବି

ସାଧାରଣତଃ ମଣିଷ ମୃତ୍ୟୁ ପରେ ସଂସ୍କାର ପୂର୍ବକ ଶବ ସତ୍କାର କରାଯାଇଥାଏ। ଏ ବ୍ୟବସ୍ଥା ପୁରାତନ ଯୁଗରୁ ଚାଲି ଆସୁଥିବାବେଳେ ଢେଙ୍କାନାଳ ସହରବାସୀ ବା ଏଠିକାର ଡାକ୍ତରଖାନାରେ ମୃତୁ୍ୟବରଣ କରୁଥିବା ସବୁ ଲୋକଙ୍କ ଭାଗ୍ୟରେ ଲେଖା ନାହିଁ। ସହର ଉପକଣ୍ଠରେ ଥିବା ଶ୍ମଶାନରେ ସତ୍କାର ପାଇଁ ଉପଯୁକ୍ତ

ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓପୁଟସାହି ଗ୍ରାମରେ ରହିଛି ଦୁଇଟି ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମର । ତେବେ ଏନେଇ ଅଞ୍ଚଳ ବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସୂଚନା ଅନୁଯାୟୀ କନ୍ତିଓପୁଟସାହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନିକଟରେ ଏବଂ

ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡାଙ୍କ ଅବଦାନ; ସକାଳ ସୁରୁଜ ତୁ

ଡିଜିଟାଲ ମିଡ଼ିଆ ପ୍ଲାଟଫର୍ମ ରେ ରିଲିଜ ହୋଇଛି ଅସୀମା ପଣ୍ଡା ଅଫିସିଆଲ ପ୍ରଯୋଜିତ ଓ ବ୍ରଦର୍ଶ ଏଣ୍ଟରଟେନମେଣ୍ଟ ଦ୍ଵାରା ନିର୍ମିତ ଆଲବମ 'ସକାଳ ସୁରୁଜ ତୁ ' । ଏହାର ସଙ୍ଗୀତ ନିର୍ଦ୍ଦେଶନା ଓ ଗୀତକୁ ଲେଖିଛନ୍ତି ଢେଙ୍କାନାଳ ପୁଅ ସନ୍ଦୀପ ପଣ୍ଡା ଏବଂ ନିଜ ଲେଖାକୁ ଆସିମାଙ୍କ ତାଳରେ ସଜାଇ

ହଜିଗଲା ବିଜୁ ପଟ୍ଟନାୟକ ପାର୍କ ଯୋଜନା !

ଢେଙ୍କାନାଳ ଜିଲ୍ଲା କୁଞ୍ଜକାନ୍ତ ମଧୁବନ ସ୍ଥିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିମନ୍ତେ ଉଦ୍ଦିଷ୍ଠ ସରକାରୀ ଜମିକୁ ହରିଲୁଟ ଉଦ୍ୟମ କରାଯାଇଥିବା ବେଳେ ମାନବାଧିକାର ଆୟୋଗ ଓ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଞ୍ଜୁରୀକୁ ସରକାରୀ ବାବୁଙ୍କ ବେଖାତିର କରାଯାଇଥିବାର ଅଭିଯୋଗ ହୋଇଛି ।
error: Content is protected !!