News
lipub
samparksetu

ପଞ୍ଚାୟତ କାର୍ଯ୍ୟାଳୟ ପରିସରର ବେଆଇନ ଗଛ କଟା କୁ ନେଇ ବିବାଦ

ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍ ମକୁଆକାଟେଣୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରର ବେଆଇନ ଗଛ କଟା ନେଇ ନାଏବ ସରପଞ୍ଚ ପ୍ରତିବାଦ କରିବାରୁ ବିବାଦ ସୃଷ୍ଟି ହୋଇଛି। ନାଏବ ସରପଞ୍ଚ ଙ୍କ ସୂଚନା ଅନୁଯାୟୀ , ସ୍ଥାନୀୟ ଅଞ୍ଚଳର ଶାସକ ଦଳର କିଛି କର୍ମୀ ପଞ୍ଚାୟତ ପରିସରରେ ଥିବା ଆମ୍ବ, ବେଲ

ଖବର ପ୍ରସାରଣ ର ପ୍ରଭାବ ବସନ୍ତଙ୍କ ଚିକିତ୍ସା ନିମନ୍ତେ, ନିଷ୍ପତ୍ତି ନେଲେ ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ରଙ୍ଗଥଳି ଗ୍ରାମର ବସନ୍ତ ପଧାନଙ୍କ ସମ୍ପର୍କରେ ଗତ ୫ ତାରିଖ ଦିନ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ହୋଇଥିଲା । ତାଙ୍କ ବାପା ୧୫ବର୍ଷ ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବାବେଳେ ଘରର ସମସ୍ତ ବୋଝ

ବିପଦ ସଙ୍କୁଳ ଟ୍ରାନ୍ସଫର୍ମର

ଢେଙ୍କାନାଳ ପୌରାଞ୍ଚଳ ୧୩ ନଂ ୱାର୍ଡ ଭାଗିରଥି ବିହାର, ସି'ବ୍ଲକ, ନୂଆ ପୋଖରୀ ନିକଟରେ ରହିଛି ଏକ ଟ୍ରାନ୍ସଫର୍ମର । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ଏହା ଆଜିକୁ ପ୍ରାୟ କୋଡିଏ ବର୍ଷରୁ ଉର୍ଦ୍ଧ୍ୱ ହେବ ଏଠାରେ ସ୍ଥାପିତ ହୋଇଛି । ତେବେ ନା ସୁରକ୍ଷା ବାଡ଼ ନା ଅଛି ତାରବାଡ଼ । ଜନ ଗହଳି

ଖବର ପ୍ରସାରଣ ର ପ୍ରଭାବ ; ବୃଦ୍ଧା ଙ୍କୁ ମିଳିଲା ରାସନ

ରାସନ୍ କାର୍ଡରେ ନାମ ଥିଲା ଏବଂ ସେ ପରିବାର ମୁଖ୍ୟ ମଧ୍ୟ କିନ୍ତୁ ମିଳୁ ନଥିଲା ତାଙ୍କ ହକ୍ ର ଚାଉଳ ବା ଗହମ। ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା ଆଧାର ଲିଙ୍କ ହୋଇନଥିବା କହୁଥିବେ। ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ବିଛାଖଣ୍ଡି ଗାଁ ର ନିରାଶ ସାମଲ ନାମକ ଜଣେ ୭୭

ଢେଙ୍କାନାଳ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ବେପାରୁଆ ନୀତି, ଜୀବନ ପଛେ ଯାଉ ପକେଟ ଗରମ ଥାଉ

ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ସମୟରେ ବିଦ୍ୟୁତ୍ କୁ ନେଇ ଢେଙ୍କାନାଳ ବାସୀଙ୍କ ଭିତରେ ସର୍ବଦା ଅଶାନ୍ତି ଲାଗି ରହିଛି । କେତେବେଳେ ବେନିୟମରେ ବିଦ୍ୟୁତ୍ କାଟ ତ କେତେବଳେ ଲାଇନ ନଥାଇ ମଧ୍ୟ ମାତ୍ରାଧିକ ବିଲ୍ । ତେବେ ଏବେ ଏକ ସଂଗିନ ଅଭିଯୋଗ ଆଣିଛନ୍ତି କିଛି ବିଦ୍ୟୁତ୍ ଉପଭୋକ୍ତା ।

ଖବର ପ୍ରସାରଣ ପରେ ମହିଳାଙ୍କ ମାମଲା ରୁଜୁ କଲେ ଥାନା ଅଧିକାରୀ

ନିଜ ଭୁଲ୍ ଘୋଡାଇବା ପାଇଁ ନିରୀହ ଲୋକମାନଙ୍କୁ ବଳି ପକାଇ ଦେଉଛନ୍ତି ଥାନା ଅଧିକାରୀ।କାମାକ୍ଷାନଗର ଆଦର୍ଶ ଥାନା ବଡ଼ଶୁଆଁଳ ଗାଁର ଅଜିତ ପଣ୍ଡାଙ୍କ ପତ୍ନୀ ଟିକିଲି ପଣ୍ଡା ଗତତା୭/୧୦/୨୦୨୦ରିଖ ଦିନ କାମାକ୍ଷାନଗର ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ। ଥାନା ଅଧିକାରୀ ମାମଲା ରୁଜୁ କରିବା

ମାନସିକ ରୋଗୀ ମାନଙ୍କ ପାଇଁ ନିୟୋଜିତ ଭ୍ରାମ୍ୟମାଣ ଗାଡି ଖତ ଖାଉଛି ; ସହରରେ ବୁଲୁଛନ୍ତି ପନ୍ଦରରୁ ଅଧିକ ମାନସିକ ବିକୃତ…

ଢେଙ୍କାନାଳ ସହରରେ ମାନସିକ ବିକୃତ ବ୍ୟକ୍ତି ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି l ଗତକାଲି ରବିବାର ସନ୍ଧ୍ୟା ୮ ଟା ସମୟରେ ସମାଜସେବୀ ଶ୍ରୀ ପଙ୍କଜ ନାୟକ ଜଣେ ସାମାନ୍ୟ ମସ୍ତିଷ୍କ ବିକୃତ ମହିଳା ସ୍ଥାନୀୟ ଜବାହର ଚୌକ ଠାରେ ବସିଥିବାର ଦେଖି ତା ସମ୍ପର୍କ ରେ ପଚରାଉଚୁରା କରିଥିଲେ l

ଢେଙ୍କାନାଳ ଜିଲ୍ଲାର ବିସ୍ମୟ ବାଳକ ଅନ୍ନବ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି

ଢେଙ୍କାନାଳ ଜିଲ୍ଲାର ବିସ୍ମୟ ବାଳକ ଅନ୍ନବ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରି କଅଁଳ ବୟସରେ ମୁହେଁ ମୁହେଁ ସବୁ କିଛି ସାଉଁଟି ଦେଇଛନ୍ତି ଅନ୍ନବ । ପୃଥିବୀର ମ୍ୟାପ ସମସ୍ତ ରାଜ୍ୟ, ଓ ଜିଲ୍ଲା, ୪ଟି ଭାଷା ଓଡିଶା, ହିନ୍ଦୀ , ତେଲୁଗୁ ଏବଂ ଇଂରାଜୀ ରେ ସବିଶେଷ ତଥ୍ୟ

ଅର୍ଥ ସାଜିଛି ବାଧକ, ଅସହ୍ୟ ଯନ୍ତ୍ରଣାରେ ଛଟପଟ କୌଶଲ୍ୟା

କୋଶଲ୍ଯା ବେହେରା ବୟସ ୧୫ , ଜୀବନ କଣ ଜାଣିବା ପୂର୍ବରୁ ଏହି ନାବାଳିକାଙ୍କ ଜିଭ ତଳେ ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରେ ଲାଗିଛି। ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବାପା ଜଣେ ଦିନ ମଜୁରିଆ ହୋଇଥିବା ରୁ ଝିଅର ଚିକିତ୍ସା କରିପାରୁନାହାଁନ୍ତି ।

ବସଷ୍ଟାଣ୍ଡ ସାଜିଛି ଦୁର୍ଘଟଣା ପ୍ରବଣସ୍ଥାନ

କରୋନା କାୟାରେ ସବୁଆଡେ ହାହାକାର ଥିବା ବେଳେ ଧୀରେଧୀରେ ସୁଧାର ଆସୁଛି ପରିସ୍ଥିତିରେ । ଅନଲକ ଆରମ୍ଭ ହୋଇଛି ଚଳପ୍ରଚଳ ଆରମ୍ଭ ହୋଇଛି, ସ୍ୱାଭାବିକ ହେବାରେ ଲାଗିଛି ଧନଜୀବନ । ତେବେ ସହର ମଧ୍ୟସ୍ତିତ ଢେଙ୍କାନାଳ ବସଷ୍ଟାଣ୍ଡ ତଥା ସର୍କିଟ ହାଉସ ସମ୍ମୁଖରେ ଥିବା ପିଡବ୍ଲୁଡି ରାସ୍ତାର
error: Content is protected !!