ଖବର ପ୍ରସାରଣ ପରେ ଘେରାବନ୍ଦୀ ହେଲା ମୁକୁଳା ଟ୍ରାନ୍ସଫର୍ମର
ଢେଙ୍କାନାଳ ସଦର ବ୍ଲକ ଗେଙ୍ଗୁଟିଆ ତଳସାହି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବା ଉଚ୍ଚ କ୍ଷମତାସମ୍ପନ୍ନ ଦୁଇଟି ଟ୍ରାନ୍ସଫର୍ମର ଘେରାବନ୍ଦୀ କରାଯାଇ ନ ଥିବାର ଖବର ଆମେ ପ୍ରସାରଣ କରିଥିଲୁ । ଟ୍ରାନ୍ସଫର୍ମର ୨ଟି ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଥିବାରୁ ଏହା ବିପଦ ପୂର୍ଣ୍ଣ ଥିଲା ।
!-->!-->…
ଢେଙ୍କାନାଳ ଅପଡେଟ୍ ର ପ୍ରଭାବ; ଖବର ପ୍ରସାରଣ ପରେ ସଚଳ ହେଲା HIV ପରୀକ୍ଷା ମେସିନ
ଢେଙ୍କାନାଳ ରକ୍ତ ଭଣ୍ଡାରରେ ଥିବା ୩ଟି ଯାକ HIV ପରୀକ୍ଷା ମେସିନ ଖରାପ ଥିଲା , KTPL ନାମକ ଏକ ଘରୋଇ କମ୍ପାନୀ ସାରା ଓଡ଼ିଶା ର ରିପାଇରିଂ ଠିକା ନେଇଛି I ଯାହା ଫଳରେ କିଏ ରକ୍ତ ଦେଲେ ରୋଗୀଙ୍କ ସେବାରେ ଲାଗିପାରୁଥିଲା ନା କିଏ ରକ୍ତ ଦେଇ ପାରୁଥିଲା ।
ଯାହାର ଖବର ଗତକାଲି ଢେଙ୍କାନାଳ!-->!-->!-->…
ଖବର ପ୍ରସାରଣ ପରେ ଖୁବ ଶୀଘ୍ର ବାଲିମୀ ଗାଁ ର ରାସ୍ତା କାମ ଆରମ୍ଭ ହେବାର ସୂଚନା ଦେଲେ କର୍ତ୍ତୃପକ୍ଷ
ଗୁଡିଆକାଟେଣୀ-ହିନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତାରୁ ବାଲିମୀ ଗାଁ ଭିତରକୁ ଯାଇଥିବା ମୁଖ୍ୟ ରାସ୍ତା ଛଅ ବର୍ଷ ତଳେ କାମ ହୋଇଥିଲା। ଯାହା ଖାଲଖମଣ ହୋଇଗଲାଣି ଯାହା ପ୍ରତି ବ୍ଲକ ପ୍ରଶାସନ ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡିନଥିଲା ।
ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଜୁଲାଇ ୧୦ରେ!-->!-->!-->!-->!-->…
ଆମ ପ୍ରଭାବ ; ମହୁଲଖୋଳୀ ର ତିନି ଦିବ୍ଯାଙ୍ଗ ଙ୍କ ପାଖରେ ପହଁଚିଲା ସହାୟତା ; ଭତ୍ତା କରାଇଦେବାକୁ ସରପଞ୍ଚ ଦେଲେ…
ଜଣେ ନୁହେଁ ତିନି ତିନି ଜଣ ଅସହାୟ ଅଛନ୍ତି ଗୋଟିଏ ଗାଁରେ ଯେଉଁ ମାନଙ୍କ ନିକଟରେ ନା ପ୍ରଶାସନ ପହଁଞ୍ଚି ପାରିଛି ନା ଏମାନେ ପ୍ରଶାସନ ନିକଟରେ ପହଁଞ୍ଚି ପାରିଛନ୍ତି! ଯାହାର ଖବର ଆମେ ଜୁନ ୨୮ ତାରିଖ ଦିନ ପ୍ରକାଶ କରିଥିଲୁ । ତେବେ ଖବର ପ୍ରକାଶ ପରେ ଆଜି ସମାଜସେବୀ ଶୁଭ ପ୍ରସାଦ ପଣ୍ଡା ଓ!-->…
ଆମର ପ୍ରଭାଵ ; କୁସୁମ ଙ୍କୁ ମିଳିଲା ତାଙ୍କ ଅଧିକାର
ଖବର ପ୍ରକାଶ ପାଇବା ପରେ ଅସହାୟଙ୍କୁ ମିଳିଲା ତାଙ୍କ ଅଧିକାର। ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନଡିଆଳି ପଞ୍ଚାୟତର କୁସୁମ ବେହେରା, ଅନେକ ଗୁହାରି କରିବା ସତ୍ତ୍ୱେ କେହି ତାଙ୍କ ଦୁଃଖ ଶୁଣି ନଥିଲେ ।
ସୁଚନା ଥାଉ କି, ଏହି ପଞ୍ଚାୟତର ଇନ୍ଦ୍ରମଣି ବେହେରାଙ୍କ ଅବିବାହିତା ୪୪ ବର୍ଷୀୟା ଝିଅ!-->!-->!-->…
ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣର ପ୍ରଭାବ ବାର୍ଦ୍ଧକ୍ୟ ଭତ୍ତା ପାଇବେ ରମା ଦେହୁରୀ
ଢେଙ୍କାନାଳ ଗଁଦିଆ ବ୍ଲକ ରlଇତଳା ପଞ୍ଚାୟତ ବ୍ରହ୍ମପୁରା ଗ୍ରାମର ରମା ଦେହୁରୀ(୬୧) ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୋଟିଏ ବଖର ଭଙ୍ଗା ଘରେ ରୋଷେଇ, ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନା କୌଣସି ପ୍ରକାର ସରକାରୀ ସହାୟତା ।
ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇଥିବା ବେଳେ!-->!-->!-->!-->!-->…
ଢେଙ୍କାନାଳ ଅପଡେଟ୍ ର ଖବର ପ୍ରସାରଣ ପ୍ରଭାବ ମୁରଲୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା
ସଦର ବ୍ଲକ କାଇମାଟି ଗ୍ରାମର ମୁରଲୀ ନାଏକ, ବୟସ ୬୬ ବର୍ଷ ହେଲେ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ନାହିଁ l କେତେ ଥର ଭତ୍ତା ଫର୍ମ ପୂରଣ କରି ଦେଇଛନ୍ତି ହେଲେ କିଛି ଲାଭ ହୋଇନଥିଲା । ଏ ଭିତରେ ଜଣେ ସରପଞ୍ଚ କାର୍ଯ୍ୟକାଳ ଶେଷ ହୋଇ ଆଉ ଜଣେ ଦାୟିତ୍ଵ ନେଲେଣି । ସମସ୍ତେ କେବଳ ଆଶ୍ୱାସନା!-->…
ଖବର ପ୍ରସାରଣ ପରେ ଚେତିଳେ କର୍ତ୍ତୃପକ୍ଷ, ମିଳିଲା କ୍ଷତିପୂରଣ
ଢେଙ୍କାନାଳ ଜିଲ୍ଲା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ କଙ୍କିଳ ଗାଁରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଙ୍କ ବଳଦ ମୃତ୍ୟୁ ବରଣ କରିଥିବା ବେଳେ ଚାଷୀ ଅଳ୍ପକେ ବର୍ତ୍ତିଯାଇଥିଲେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇଥିଲା ।
ପୂର୍ବରୁ ପ୍ରସାରିତ ଖବର
ତେବେ ଖବର!-->!-->!-->!-->!-->…
ଢେଙ୍କାନାଳ ଅପଡେଟ୍ ର ପ୍ରଭାବ ,ଖବର ପ୍ରସାରଣ ର ୨୪ ଘଣ୍ଟା ନପୁରୁଣୁ ପଦକ୍ଷେପ ନେଲେ କର୍ତ୍ତୃପକ୍ଷ
ଢେଙ୍କାନାଳ ଜିଲ୍ଲା ମହାପଦା ଗ୍ରାମରେ ଜୋରନ୍ଦା ରୁ ବଣସିଂହ ମୁଖ୍ୟ ରାସ୍ତାକୁ ଯୋଗାଯୋଗ କରୁଥିବା ଅଞ୍ଚଳରେ ଗତ କିଛିଦିନ ହେବ ବିପଦ ସଂକୁଳ ଭାବେ ଝୁଲି ରହିଥିଲା ବିଦ୍ୟୁତ୍ ତାର । ଏହି ମୁଖ୍ୟ ରାସ୍ତାରେ ପ୍ରତ୍ୟେକ ସମୟରେ ବହୁ ଲୋକଙ୍କ ଚଳ ପ୍ରଚଳ ରହୁଥିବା ବେଳେ ସମ୍ପୃକ୍ତ ଅଞ୍ଚଳଟି ହାତୀ!-->…
ଖବର ପ୍ରସାରଣ ଏବଂ ଦରଖାସ୍ତର ପ୍ରଭାବ, ନିମ୍ନମାନର ଛତୁଆ ଯୋଗାଣର ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଢେଙ୍କାନାଳ ଜିଲ୍ଲା ସଦରବ୍ଲକ୍ ମଙ୍ଗଳପୁର ଅଞ୍ଚଳରେ ଛୋଟଛୁଆଙ୍କୁ ଦିଆଯାଇଥିବା ଛତୁଆ ଅତି ନିମ୍ନମାନର ହୋଇଥିବା ନେଇ ଢେଙ୍କାନାଳ ଜିଲ୍ଲାର ସୁଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ଼ନାୟକଙ୍କ ସୂଚନା କ୍ରମେ ଢେଙ୍କାନାଳ ଅପଡେଟ୍ ଖବର ପ୍ରସାରଣ କରାଯାଇଥିଲା ।ଶ୍ରୀ ଗଡ଼ନାୟକଙ୍କ ଦରଖାସ୍ତ ଆଧାରରେ!-->…