ଏନଏସି କ୍ୟାମ୍ପସ ରୁ ସଫେଇ କର୍ମଚାରୀ ଙ୍କ ଘର ଭାଙ୍ଗିଲା ପ୍ରଶାସନ , ହୃଦଘାତ ର ଶିକାର ହେଲେ ସଫେଇ କର୍ମଚାରୀ ଙ୍କ ପୁଅ
ଭୁବନ ଏନଏସି କ୍ୟାମ୍ପସ ମଧ୍ୟ ରେ ଘର କରି ରହିଥିବା ଜଣେ ଗରିବ ଙ୍କୁ ପ୍ରଶାସନ ପକ୍ଷରୁ ସୋମବାର ଦିନ ପୋଲିସ ଲଗାଇ ତଡି ଦିଆଯାଇଛି ।
ସୂଚନା ଅନୁଯାୟୀ , ଭୁବନ ଏନଏସି କ୍ୟାମ୍ପସ ମଧ୍ୟରେ ୧୯୭୭ ମସିହାରୁ ଚାଳ ଘର କରି ରହୁଥିବା ସଫେଇ କର୍ମଚାରୀ ପହଲି ଗୋଛାୟତ ଙ୍କ ପରିବାର ଙ୍କୁ ପ୍ରଶାସନ!-->!-->!-->…
ବରଯାତ୍ରୀ ଗାଡ଼ି ଓଲଟି ୩ ଆହତ
ବାହାଘର ବରଯାତ୍ରୀ ଭାବେ ଆଉ ମାତ୍ର ଏକ କିମି ଯାଇଥିଲେ ପହଂଚି ଥାନ୍ତେ ଝିଅ ଘରେ । କିନ୍ତୁ ଓଲଟି ଗଲା ଗାଡ଼ି ।
ସୂଚନା ଅନୁଯାୟୀ , କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶଢା ଗ୍ରାମର ବରଯାତ୍ରୀ ଗାଡ଼ି ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମପଂଚାୟତ କଣପାଳ ବାଲିଘାଟ ନିକଟରେ ଭାରସାମ୍ୟ!-->!-->!-->…
ମାଟ୍ରିକ ବ୍ୟାଚ ଫିଷ୍ଟ ହେଲା କାଳ , ଦୁର୍ଘଟଣାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ
ମାଟ୍ରିକ ବ୍ୟାଚ ଫିଷ୍ଟ ହେଲା କାଳ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ଆଜି ରବିବାର ଛୁଟିଦିନ ଥିବାରୁ ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୩୦ ଜଣ ସାଙ୍ଗ ସାଥି ହୋଇ ଭୋଜି କରିବାକୁ ଯାଇଥିଲେ ।
ଫେରିବା ବେଳେ ଖରା ହେତୁ ଗାଁ ନିକଟ ବନ ଦୁର୍ଗା!-->!-->!-->…
ହାତୀ ଆକ୍ରମଣରେ ବୃଦ୍ଧ ମୃତ
ଆଜି ସକାଳେ ହିନ୍ଦୋଳ ଉପଖଣ୍ଡ ଗଞ୍ଜରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଗଲା । ମୃତ ବୃଦ୍ଧ ହେଲେ ଉକ୍ତ ଗାଁର ବନମାଳୀ ନାୟକ ।
ସୂଚନା ଅନୁଯାୟୀ , ବନମାଳୀ ଆଜି ସକାଳେ ଶୌଚ ପାଇଁ ପଡିଆକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଆକ୍ରମଣ କରି କଚାଡ଼ି ଦେଇଥିଲା। ଘଟଣା!-->!-->!-->…
ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା
ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକ ଶ୍ରୀ ସୁକାନ୍ତ କୁମାର ସାହୁ ପଦୋନ୍ନତି ହୋଇ ଆରବିଓ ପାରାଦ୍ୱୀପ କାର୍ଯାଳୟକୁ ବଦଳି ହୋଇଛନ୍ତି । ଏଥିପାଇଁ ଶାଖାର ସମସ୍ତ କର୍ମଚାରୀଙ୍କ ସହିତ ଅଧିନସ୍ଥ ବାରଟି ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ଉପସ୍ଥିତ ରହି ଅଧିକାରୀଙ୍କୁ!-->…
କାଳବୈଶାଖୀ ତାଣ୍ଡବରେ ଜଣେ ମୃତ
ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁପାଣି ଗାଁରେ କାଳବୈଶାଖୀ ତାଣ୍ଡବରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ଅଚ୍ୟୁତ ଦିଆଣି (୫୫) ।
ସୂଚନା ଅନୁଯାୟୀ , ସେ ଗତକାଲି ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଯାଇ ଆଉ ଘରକୁ ଫେରିନଥିଲେ। ଘର ଲୋକେ ବହୁତ ଖୋଜାଖୋଜି କରିବା ପରେ ଆଜି!-->!-->!-->…
ଶାଶୁ କୁ ବିଷ ଦେଇ ମାରିଦେଲା ବୋହୂ
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ଗ୍ରାମର ବ୍ରାହ୍ମଣ ସାହିରେ ଗତକାଲି ରାତିରେ ଶାଶୁକୁ ବିଷ ଦେଇ ମାରିଦେଲା ବୋହୂ । ଏହି ଘଟଣାରେ ଶାଶୁର ମୃତ୍ୟୁ ହେବା ସହ ସ୍ୱାମୀ ଗୁରତର ହୋଇ ହିନ୍ଦୋଳ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟ, ରାସୋଳ!-->!-->!-->…
ଯନ୍ତ୍ରୀ ଓ ଠିକାଦାରଙ୍କ ଚାଲିଛି ମନମାନି ଆମକୁ ପଚାରେ କିଏ ; କାଉନସିଲର
ଗତ ବୁଧବାର ପୌରପାଳିକାର ୧୩ତମ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ହେଲେ ବୈଠକ ଏପରି ହୋଇଥିଲା ଏଥିରେ ଆରୋପ ପ୍ରତ୍ୟରୋପ ହିଁ ହୋଇଥିଲା । ଦୁହିଁ ଦଳ କାଉନସିଲର ଙ୍କ ହାଟଗୋଳ ରେ ଢେଙ୍କାନାଳ ସହର ବାସୀଙ୍କ ଭବିଷ୍ୟତ ଅନ୍ଧାର କୋଠରୀ ଭିତରେ ବନ୍ଦ ହୋଇଯାଇଥିଲା । ବିଭିନ୍ନ ପ୍ରସଙ୍ଗ ରେ!-->!-->!-->…
ଦନ୍ତା ଆକ୍ରମଣରୁ ଜନଜୀବନ ସୁରକ୍ଷା ଦାବି
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଵିଧାରପୁର ପଞ୍ଚାୟତ ଆରୁହାଁ ଗ୍ରାମରେ ଦୀର୍ଘ ୨ ମାସ ହେବ ଦନ୍ତା ହାତୀ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀଙ୍କ ଜନଜୀବନ ସୁରକ୍ଷା ଦାବିନେଇ ଗ୍ରାମବାସୀମାନେ ବନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।
ଆରୁହଁ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗତ!-->!-->!-->…
ବରଯାତ୍ରୀ ଙ୍କୁ ହାଣି ଲୁଟ କଲେ ଦୁର୍ବୃତ୍ତ
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗ ପ୍ରସାଦ ଗ୍ରାମକୁ ବିବାହ ବରଯାତ୍ରୀ ଆସିଥିବା ଲୋକଙ୍କ ଠାରୁ ମାରଣାଅସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଗତକାଲି ଖଡଗପ୍ରସାଦ ଗ୍ରାମର ଟୁକୁ ରାଉତ ଙ୍କ ଝିଅ ରନି ରାଉତ ଙ୍କ ବିବାହ ଥିଲା ।
ରାତ୍ର ବିଭାଘର!-->!-->!-->…