ହାତୀ ଆକ୍ରମଣରେ ବୃଦ୍ଧ ମୃତ
ହିନ୍ଦୋଳ ଉପଖଣ୍ଡ ଅସରଡl ପଞ୍ଚାୟତ ବlର୍ଶୀଙ୍ଗା ଗ୍ରାମର ନବ ମହାରଣା ୬୮ ଆଜି ସକାଳ ସାତ ଟା ନିଜ ଗ୍ରାମ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ସମୟ ରେ ଗୋଟିଏ ଦନ୍ତା ହାତୀ ହବୁଡ ରେ ପଡ଼ି ଯାଇଥିଲେ l ଦନ୍ତା ହାତୀ ଟି ନବ କୁ ଶୁଣ୍ଢ ରେ କଚାଡି ଦେବା ସହ ଛାତି ରେ ପାଦ ପକାଇ ଦଳି ଦେଇଥିଲା ଫଳ ରେ!-->…
ବାଇକ ଦୁର୍ଘଟଣାରେ ଜଣେ ମୃତ ,ଦୁଇ ଆହତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ବିଦାୟୀ ବର୍ଷର ଶେଷ ଦିନରେ ମର୍ମନ୍ତୁତ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ , ଆଜି ଦିବା ୧୧ଘଣ୍ଟା ସମୟରେ ଠେଙ୍ଗାଗ୍ରାମର ଚନ୍ଦନ ଦେହୁରୀ କୌଣସି କାର୍ଯ୍ୟରେ ଘରୁ ଯାଉଥିବାବେଳେ ଜରଡ଼ା!-->!-->!-->…
ସାପୁଆ ଡ୍ୟାମରେ ପର୍ଯ୍ୟଟକ ଙ୍କୁ ଶୋଷଣ
ଶୀତର ପହିଲି ଆଗମନରେ ଆସିଯାଇଛି ପର୍ଯ୍ୟଟନ ଋତୁ, ପର୍ଯ୍ୟଟନ ସ୍ଥାନକୁ ଯାଇ ବୁଲାବୁଲି କରିବା ପାଇଁ ଗାଁ ଠାରୁ ସହର ସମସ୍ତ ଙ୍କ ର ଆଗ୍ରହ । ପ୍ରାକୃତିକ ପରିବେଶ ମଧ୍ୟରେ ବଣଭୋଜି କରିବା ପାଇଁ ସମସ୍ତଙ୍କ ପସନ୍ଦ, ଢେଙ୍କାନାଳ ହିନ୍ଦୋଳ ଉପଖଣ୍ତରେ ଏଭଳି ଏକ ସ୍ଥାନ ରହିଛି ଯେଉଁ ସ୍ଥାନକୁ ଥରେ!-->…
ସଠିକ୍ ତଦନ୍ତ ଦାବିରେ ୫ଘଣ୍ଟା ଥାନା ଘେରାଉ
ଭୁବନ ବିଦ୍ୟୁତ୍ କାର୍ଯ୍ୟାଳୟରୁ ୧୩ ତାରିଖରେ ଏକ ଲକ୍ଷ ଟଙ୍କାର ତମ୍ବା କଏଲ୍ ଚୋରୀ ନେଇ ଥାନାରେ ଏତଲା ଦେଇଥିଲେ ଯନ୍ତ୍ରୀ ନଳିନୀ ଶଙ୍କର ରଥ। ରାତ୍ରି ଡ୍ୟୁଟି କରୁଥିବା୪ ଜଣଙ୍କୁ ଥାନାରେ ଗୁରୁବାର ମଧ୍ୟାହ୍ନରୁ ଅଟକ ରଖି ପଚରାଉଚରା ଜାରି ରହିଥିଲା । ଗୁରୁବାର ରାତି ଭୂବନ ବିଜ୍ଞାପିତ ଅଞ୍ଚଳ!-->…
ହାତୀ ଆକ୍ରମଣରେ ବୃଦ୍ଧ ମୃତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପାଲଟିଛି ହାତୀ ମାନଙ୍କ ନର ସଂହାର ର ପେଣ୍ଠସ୍ଥଳୀ। ହାତୀ ଆକ୍ରମଣରେ ଦୈନନ୍ଦିନ ଜଣେ ମୃତ୍ୟୁବରଣ କରିବା ନିର୍ବାଚନ ମଣ୍ଡଳୀ ପାଇଁ କୋଟା ହୋଇଯାଇଛି ସତେଯେପରି। ଖବରରୁ ପ୍ରକାଶ ଦିନେ ତଳେ ହିନ୍ଦୋଳ ବ୍ଲକ ଗୁଳେହି ପଂଚାୟତ ବଙ୍ଗୁ ଗ୍ରାମର ଜଣେ!-->…
ଧୂଳି ରେ ହନ୍ତସନ୍ତ ଗୁଣଦେଇ ବସଷ୍ଟାଣ୍ଡ ଅଞ୍ଚଳବାସୀ
ଓଡ଼ାପଡ଼ା ବ୍ଲକ ଗୁଣଦେଇ ବସଷ୍ଟାଣ୍ଡ ଠାରୁ ସୋରତ ପର୍ଯ୍ୟନ୍ତ ଯାଇଥିବା ମାଟି ରାସ୍ତା ରେ ନିତିଦିନ ଶତାଧିକ ଥର ଯିବା ଆସିବା କରୁଛି ହାଇୱା ।ଉକ୍ତ ଗାଡ଼ି ଗୁଡ଼ିକ ନିକଟବର୍ତ୍ତୀ କ୍ରସର ଗୁଡିକରୁ ମାଲ ପରିବହନ କରିବା ପାଇଁ ଏହି ମାଟି ରାସ୍ତା ଏକ ମାତ୍ର ମାଧ୍ୟମ ହୋଇଥିବାରୁ ପ୍ରତିଦିନ ପାଣି!-->…
ବାଇକ ଦୁର୍ଘଟଣାରେ ପୋଲିସ କର୍ମଚାରୀ ମୃତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଗତକାଲି ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ।ଖବରରୁ ପ୍ରକାଶ ଯେ , ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ବlରସିଙ୍ଗା ଗ୍ରାମରେ ପିଲାଦିନୁ ଅଜା ସର୍ବେଶ୍ୱରଙ୍କ ଘରେ ନାତି ତଥା ଶ୍ରୀକାନ୍ତ!-->…
ଭିତ୍ତିଭୂମି ଥାଇ ମଧ୍ୟ ପୂର୍ଣ୍ଣ ମାନ୍ୟତା ହାସଲ ହୋଇପାରୁନାହିଁ କପିଳାସ ଚିଡିଆଖାନା
ରାଜ୍ୟର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଭାବରେ କପିଳାସ ମିନି ଚିଡିଆଖାନା ରାଜ୍ୟର ଦ୍ୱିତୀୟ ଚିଡିଆଖାନା ବା କପିଳାସ ମୃଗ ବିହାର ଭାବରେ ବେଶ ପରିଚିତ। କପିଳାସ ଚିଡିଆଖାନା ୪୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ସରକାରଙ୍କ ଉଦାସିନତା ଯୋଗୁ ଏହା ପୂର୍ଣ୍ଣ ଚିଡିଆଖାନାର ମାନ୍ୟତା ପାଇବାରୁ ବଞ୍ଚିତ!-->…
ହାତୀ ଆକ୍ରମଣରେ ଯୁବକ ଗୁରୁତର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଥିବା ଯୋଗୁଁ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ଦିନ ଦ୍ଵି ପ୍ରହରରେ ଜଂଗଲୀ ହାତୀ ଗାଁ ଦାଣ୍ଡରେ ବୁଲିଲେଣି ଫଳରେ ଘରୁ ଗୋଡ଼ କାଢିବା ମାତ୍ରେ ନିଶ୍ଚିତ ବିପଦକୁ ଏଡ଼ାଇ ଦିଆଯାଇ ନପାରେ!-->…
କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ
ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀୟ କୀର୍ତ୍ତିରାଜି ତଥା ରାଜ୍ୟର ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଶୈବପୀଠ ଦ୍ୱିତୀୟ କୈଳାସ ଭାବେ ନୈସର୍ରିକ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ କପିଳାସ ପୀଠର ଶ୍ରୀ ଚନ୍ଦ୍ରଶେଖର ଜୀଉ ୮୦୦ବର୍ଷର ପ୍ରାଚୀନ କୀର୍ତ୍ତିରୂପେ ଦଣ୍ଡାୟ ମାନ l ଏହି ଐତିହ୍ୟ ପୂର୍ଣ୍ଣ!-->…