News
lipub
samparksetu
Browsing Category

ଫୁରସତ

ଓଡ଼ିଶାର ଗଣପର୍ବ ରଜ

ଓଡ଼ିଶାର ଗଣପର୍ବ ପବିତ୍ର ରଜ ପର୍ବ ଅବସରରେ, ଓଡ଼ିଶାର ସମସ୍ତ ଭାଇ ଭଉଣୀ, ମା ମାଉସୀ ମାନଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଓଡିଶା ବାସୀ ଙ୍କ ସୁଖ ସମୃଦ୍ଧି କାମନା କରୁଅଛି, ଆମ ଓଡ଼ିଶାରେ ବାର ମାସ ରେ ତେର ପର୍ବ ପାଳନ କରାଯାଏ,

ଫିକା ଲାଗେ ଆଜି ରଜ ମଉଜ

ଆଗ ଭଳି ଆଉ ନାହିଁ ସଜବାଜ,ଫିକା ଲାଗେ ଆଜି ରଜ ମଉଜ । ରଜ ମଉଜରେ ପଡିଚି ଭାଳେଣି,ଗଛ ଡାଳରେ ଆଉ ଝୁଲୁନି ଦୋଳି । କୁଆଡୁ ଆସିଲା ମହା ବିପଦ ମାଡ଼ି,ହସ ଖୁସି ଝିଅ ଙ୍କର ଦେଲା ବିଗାଡି । କେତେ ପିଠାପଣା ହୋଇଥାନ୍ତା ଘରେଝିଅ ବୋହୁଙ୍କୁ ଦିନ ଦୁଃଖରେ ସରେ। ବନସ୍ତେ ଡାକୁନି ଆଉ ଗଜର

କିଏ ପୋଛିଦେଵ ଲୁହ

ଲକ୍ଷେ ଶିବ ପୁଜି ଘରଣୀ ଦେଇଛିସୁନାମୁଣ୍ଡା ଉପହାରଯତନେ ପାଳିଛି ଝାଳ ନିଗାଡିଛିରହି କେତେ ଅନାହାର । ଅଳି ଅରଦଳି ଅଝଟ ସହିଛିଦେଇଛି ଓଠରେ ହସନିଦ ଭୁଲି କେତେ ରାତି ଯେ ଅନିଦ୍ରାଭୁଲି ଅଛି ଭୋକ ଶୋଷ । ପୁତ୍ରସ୍ନେହ କେବେ କରିନି ସେ ଉଣାକରିଛି ଜଗତଜିତାଏ ସୁନ୍ଦର ପୃଥିବୀ ଉପହାର

ମୁଁ ବି…

ସଭିଏଁ ତ ଭାବନାରେମୁଁ ବି ..ତୁମ ପରି ସଭିଙ୍କ ପରିରକ୍ତ ମାଂସ ରେ ଗଢ଼ା ଶରୀର ମୋରମୁଁ ବି ସୃଷ୍ଟିରମାଙ୍କର ବାପାଙ୍କର ଭାଇର ଭଉଣୀରସମାଜର ଅବିଛେଦ୍ୟ ମୁଁମୁଁ ବି ମା ର ଗର୍ଭରୁଯେମିତି ତୁମେ ଆଉ ଅନ୍ୟମାନେଭୁଲ ତ ମୋର ନୁହେଁପୁଅ ଟେ ହୋଇ ଝିଅର ଆଚରଣକାହିଁକି ର ପ୍ରଶ୍ନ ନିଜକୁ

” ଥୁଣ୍ଟା ଗଛ “

ସନ୍ଧ୍ୟାର ଲାଲ ଗାରିମା ଦୃଶ୍ୟରେ ପ୍ରକୃତିର ସୁନ୍ଦରତାରେ କାନଭାସର ଅଙ୍କା ଛବିରେ ଅବା କେଉଁ ଏକ ହତାଶ ମନରେ ଥୁଣ୍ଟା ଗଛ ମୂଳ ପଥରରେ ...... ପତ୍ର ବିହୀନ ଶବ୍ଦ ବିହୀନ ଯୌବନ ବିହୀନ ରସ ବିହୀନ ବାସ୍ତବ ବିହୀନ ଥୁଣ୍ଟା ଗଛର ଜୀବନ .......

‘ମହାପ୍ରୟାଣ’

ଘର ଠାରୁ ମଶାଣି ର ରାସ୍ତାଲମ୍ବିଯାଇଛି ଦୂରକୁ ଦୂରକୁଭୟ ର ଚଦର କୁ ଘୋଡେଇ ହୋଇଶୋଇଯାଇଛି ନିଶ୍ଚିନ୍ତ ନିଦରେ।ହଠାତ୍ ଭାଙ୍ଗିଗଲା ନିଦ ତାରଚେଇଁଉଠିଲା ଶୁଣି କିଛିପଦଚାଳନା ର ଶବ୍ଦ। ସହାୟତା ର ହାତ ଆଜି ବନ୍ଧାନାହିଁତ ଉତ୍ତରବାତାୟନ ଖୋଲା ଆଜିଉଙ୍କି ମାରୁଛି ସନ୍ଦିଗ୍ଧ ନୟନ ।

” ସ୍ୱାର୍ଥ “

ଆକାଶରେ ଦଳେ ଶୁଆ କଲରବ କରି ଉଡି ଯାଉଥିଲେ।ଏହି ସମୟରେ ରାମବାବୁଙ୍କ ପିଞ୍ଜରାରେ ଥିବା ଶୁଆଟି ଚିତ୍କାର କରିଉଠିଲା। ଶୁଆଙ୍କୁ ଦେଖି "ଅତାହାସ୍ୟ କରିବା ସହିତ....ଖୁବ ଜୋରରେ କହିବାକୁ ଲାଗିଲା "ଶ୍ରୀ ଶ୍ରୀ ଚକ୍ରଧର ପକ୍ଷୀ ଜନମରୁ ପାର କର ହେ କମଳାର ବର"...ଏ କଥା ଶୁଣି ଆକାଶରେ ଉଡି ଯାଉଥିବା

ସାବଧାନ! ତୋଷାମଦକାରୀ ଙ୍କୁ

ସମାଜରେ ବିଭିନ୍ନ ପ୍ରକାର ର ବ୍ଯକ୍ତିବିଶେଷ ବାସ କରନ୍ତି। ବେଳେବେଳେ ସମସ୍ତଙ୍କର ଚିନ୍ତାଧାରା ସମାନ ନଥାଏ। କିନ୍ତୁ କିଛି ବ୍ଯକ୍ତି ଅଛନ୍ତି ଯେଉଁମାନଙ୍କଠାରେ ଅନ୍ଯ ର ଚିନ୍ତାଧାରା ପ୍ରତିଫଳିତ ହୋଇଥାଏ। ନିଜର ସୁବିଧାହେତୁ ବା ନିଜସ୍ୱ ମତ ନଦେବା ପାଇଁ ଅନ୍ଯ ର ମତାମତ ଉପରେ 'ହଁ'

“ଦେହ”

ପଞ୍ଚଭୂତରେ ହୁଏ ଲୀନ ସମୟକୁ କରି ସମର୍ପଣ ବୃଦ୍ଧ ହେଉ ଅବା ଯୌବନ ଦେହ ସର୍ବଦା ସମର୍ପିତ ଜୀବନ……. ମୋ ଶବ୍ଦର ଅହଂକାରରେ ଦେହ ରକ୍ତ ମାଂସ ଜୀବନ୍ତ ନଥାଏ ବୟସର ପରିଧି ଅବା ଜୀବନ ବସନ୍ତ || କଷାୟବସ୍ତ୍ରଧାରୀ ଜନ୍ମେ କଷାୟବସ୍ତ୍ରଧାରୀ ପରିତ୍ରାଣେ ଯାଏ କେଇଟା

ଅମାବାସ୍ୟା ର କାଳରାତ୍ରି

ସେଦିନ ଅମାବାସ୍ୟାର ଘନ ଅନ୍ଧାର ରାତିରେ ଶ୍ୟାମ ବାବୁଙ୍କର ମାର୍କେଟରେ କାମ ସରିବାରେ ଟିକେ ବିଳମ୍ବ ହୋଇଯାଇଥାଏ । ଶ୍ୟାମବାବୁ ତରବରିଆ ହୋଇ କିଛି ପରିବା କିଣି ବ୍ୟାଗଟିକୁ ନିଜର ସାଇକେଲରେ ଝୁଲାଇ ଦେଇ ନିଜ ଘର ଅଭିମୁଖେ ବାହାରି ପଡିଲେ । ସବୁଦିନ ପରି ଶ୍ୟାମବାବୁଙ୍କର ହସ ହସ
error: Content is protected !!