ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର ଆହତ
ଆଜି ଦିନ ୧୦ ଘଟିକା ସମୟରେ କଣ୍ଟାବଣିଆ ବଜାର ମଧ୍ୟରେ ଯାଇଥିବା ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଶ୍ରମିକ ଗୁରୁତର ଆହତ ହୋଇ ବଂଅରପାଳ ସ୍ଥିତ ସାମଲ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
କଣ୍ଟାବଣିଆ ବଜାର ରେ ଥିବା ଏକ ଦୋକାନ ଘର ଉପର ମହଲା ର!-->!-->!-->…
ବଡ଼ବନ୍ଧ ସାହି ରେ ଅଷ୍ଟପ୍ରହର ନାମ ଯଜ୍ଞ
କାମାକ୍ଷାନଗର ଏନଏସି ବଡବନ୍ଧ ସାହି କୋଠ ଘର ପ୍ରାଙ୍ଗଣରେ ୩୩ ତମ ଅଷ୍ଟପ୍ରହର ନାମ ଯଜ୍ଞ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ଅପରାହ୍ନ ରେ ଘଣ୍ଟ , ଘଣ୍ଟା , କାହାଳୀ ଓ ନାମ ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ସ୍ଥାନୀୟ!-->…
କନିଷ୍ଠ ଯନ୍ତ୍ରୀ ଙ୍କ ଅନୁପସ୍ଥିତିରେ ହେଉଛି କାର୍ଯ୍ୟ ,ନିମ୍ନମାନର କାମରେ ଦୁଇ ଦିନ ରେ ଉଠିଲା ପିଚୁ !
ନିମ୍ନମାନର କାର୍ଯ୍ୟ ଉପରେ ଅଭିଯୋଗ ଆଣିଲେ ପରହଂସପୁର ଗ୍ରାମବାସୀ l ଗ୍ରମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିରେ ହେଉଛି କାର୍ଯ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ୨୩ ନମ୍ବର ଜାତୀୟ ରାଜପଥ ଠାରୁ ପରହଂସପୁର ଦେଇ କୁଆଳୋ ଗ୍ରାମ କୁ!-->…
ତୋ ପାଦପଦ୍ମେ ବିତୁ ଏ ଜୀବନ
ଲାଗୁଛି କାଳିଆ ତୁ ଅତି ନିଜର,ଲୁଚାଇବାକୁ ତୋ ପାଖେ କିଛି ନାହିଁ ମୋର।
ପାଦ ଥାପି ଦେଲେ ତୋ ସିଂହ ଦୁଆରେ,ଉଲ୍ଲାସି ଉଠେ ଦେହ ମନ ମୋର।
ବାଇଶି ପାହାଚ ଡେଇଁ ତୋ ଆଖିକୁ ଦେଲେ ଚାହିଁ,ଆଖିର ଲୋତକ ଆଉ ବାଡ଼ ମାନେ ନାହିଁ।
ବୁଝି ମୁଁ ତ ପାରେନା ଏ କିମିଆ କଥା ତୋର,ଆୟତ୍ତରେ ନ ଥାଏ ମୁଁ!-->!-->!-->!-->!-->!-->!-->…
ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ସହଯୋଗୀଙ୍କ ପାଇଁ ନିରାପତ୍ତା ସମ୍ମିଳନୀ ‘ସୁମିଳନ’ ଆୟୋଜିତ
ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପରିସରରେ ଭେଣ୍ଡର ସହଯୋଗୀଙ୍କ ପାଇଁ ନିରାପତ୍ତା ଯୋଗାଯୋଗ ସମ୍ମିଳନୀ ‘ସୁମିଳନ’ ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ନେତୃମଣ୍ଡଳୀ ନିରାପତ୍ତା!-->…
ଷ୍ଟ୍ରଙ୍ଗ ରୁମ ଗେଟ ସମ୍ନାରେ ଆରମ୍ଭ ହେଲା ୨୪ଘଣ୍ଟିଆ ପହରା
ଗଁଦିଆ ବ୍ଲକରେ ଗତକାଲି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଅନୁଷ୍ଠିତ ହୋଇଯାଇଛି ମତଦାନ ଉକ୍ତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀ ମାନଙ୍କର ଭାଗ୍ୟ ମତଦାନ ବାକ୍ସ ରେ ସିଲ ହୋଇ ଯାଇଛି । ଉକ୍ତ ଭୋଟବାକ୍ସ ଗୁଡିକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବରେ ମତଦାନ କେନ୍ଦ୍ରରୁ ଅଣାଯାଇ ବ୍ଲକରେ!-->…
ଭୋଟ କେନ୍ଦ୍ରରେ ରିଗିଂ ଓ ଭୋଟ ବାକ୍ସ ହଡପ ଅଭିଯୋଗରେ ୬ ଜଣ କୋର୍ଟ ଚାଲାଣ
ଗତ କାଲି ନିହଲପ୍ରସାଦ ଥାନା ଅନ୍ତର୍ଗତ ନିହଲପ୍ରସାଦ ପଂଚାୟତରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ୨,୬, ୭ ମତଦାନ କେନ୍ଦ୍ର ରେ ନିହଲପ୍ରସାଦ ଗ୍ରାମର କିଛି ଯୁବକ ମତଦାନ ସମୟରେ କେନ୍ଦ୍ର ଭିତରେ ଜବର ଦସ୍ତ ପଶି ଭୋଟ ରିଗିଂ କରିଥିଲେ ।
ସେହିପରି ଉକ୍ତ ପଂଚାୟତର!-->!-->!-->…
ବ୍ରାହ୍ମଣୀ ନଦୀକୂଳରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର
ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ଅନ୍ତର୍ଗତ ବତାସିଂହା ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଆଜି ଏକ ଅଚିହ୍ନା ମହିଳା (ବୃଦ୍ଧା) ମୃତ ଦେହ ଉଦ୍ଧାର ହୋଇଛି । ପ୍ରଥମେ ସ୍ଥାନୀୟ ବାସିନ୍ଦା ମୃତ ଦେହ ଦେଖିବାକୁ ପାଇଥିଲେ । ଏନେଇ ପରଜଙ୍ଗ ଥାନା କୁ ଖବର ଦେବାରୁ ଉକ୍ତ ମୃତ ଶରୀରକୁ ପୋଲିସ ଉଦ୍ଧାର କରି!-->…
ନିର୍ବାଚନ ପୂର୍ବରୁ ,ସମିତି ସଭ୍ୟା ପ୍ରାର୍ଥୀନୀ ଙ୍କ ସ୍ଵାମୀ ନିଖୋଜ !
ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସାଙ୍କୁଲେଇ ଗ୍ରାମପଞ୍ଚାୟତର କୁମାର ଦେଇପୁର ଗ୍ରାମର ଜଣେ ଯୁବକ ଗାଏବ ହୋଇଯାଇଛନ୍ତି । ଗାଏବ ଯୁବକ ଜଣଙ୍କ ଚିନ୍ମୟ ଦାସ ।
ସେ!-->!-->!-->…
ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ
ଗତକାଲି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତରେ ହୋଇଛି । ଏହି ପର୍ଯ୍ୟାୟରେ ୨୦୦ଟି ଜିଲ୍ଲା ପରିଷଦ ସଭ୍ଯ ପାଇଁ ୨୨୩୭୯ ବୁଥ୍ରେ ମତଦାନ ହୋଇଥିଲା । ଏହି ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ଥିବା ବେଳେ ପ୍ରାରମ୍ଭିକ!-->!-->!-->!-->!-->…