News
lipub
samparksetu

ରାସ୍ତା ନିର୍ମାଣରେ ବାଧା ଦେବାକୁ ନେଇ ଉପ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ଅଞ୍ଚଳରେ ଏକ ରାସ୍ତା ନିର୍ମାଣରେ ବାରମ୍ବାର ବାଧା ସୃଷ୍ଟି କରାଯାଉଥିବାରୁ ସମ୍ପୃକ୍ତ ୱାର୍ଡବାସି ଆଜି ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି । ହିନ୍ଦୋଳ ଏନଏସି ୱାର୍ଡନଂ-୧୫ର ସିଙ୍କୋଳ,ଜାମ୍ମୁ ସାହି, ନୁଆସାହି, ବରଗୋଜ, କୁଳିଆତୋଟା

ଏଏନଏମ କେନ୍ଦ୍ର ଅନ୍ୟତ୍ର ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ କଂସରା ପଂଚାୟତରେ ଏକ ଏଏନଏମ କେନ୍ଦ୍ର ଅନ୍ୟତ୍ର ନିର୍ମାଣ ଓ ଅନିୟମିତତାକୁ ନେଇ କଂସରା ବାସି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ , କଂସରା ପଂଚାୟତର କଂସରା ଗ୍ରାମରେ ସରକାରୀ ଜାଗା ଖାତା ନଂ-୨୦୬ , ପ୍ଲଟ

ସାଂସଦ ଙ୍କ ଗାଡ଼ି ଧକ୍କାରେ ଜଣେ ମୃତ

ସାଂସଦ ଜୁଏଲ ଓରାମଙ୍କ ଗାଡି ଧକ୍କା ରେ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ କାମାକ୍ଷାନଗର ଥାନା ଅଞ୍ଚଳର ସର୍ବେଶ୍ୱର ଚୌଧୁରୀ । ସୂଚନା ଅନୁଯାୟୀ , ଜୁଏଲଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱର ରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ ସର୍ବେଶ୍ୱର ଚୌଧୁରୀ ଙ୍କ

ମହିଳାଙ୍କୁ ଆକ୍ରମଣ , ଥାନାରେ ଏତଲା

ଭୁବନ ଏନ୍ ଏ ସି ରେ ମହିଳାଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସି ଓ୍ବାର୍ଡ ନମ୍ବର ୩ରେ ଗୋପାଳ ସାହି ନିକଟରେ। ସୂଚନା ଅନୁଯାୟୀ , ଘର ରାସ୍ତାରେ ଅଳିଆ ଆବର୍ଜନା ପଡିବାକୁ ନେଇ ତନୁଶ୍ରୀ ସାହୁ ବଡ ଜାଆ ତଥା ପୂର୍ବତନ ନଗରପାଳ ସରୋଜ ନଳିନୀ

ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ଗଁଦିଆ ବ୍ଳକ କପିଳାସ ବନଖଣ୍ଡ ଅଧିନସ୍ତ ମହୁଲଖୋଳି ଗ୍ରାମରେ ଦନ୍ତା ହାତୀ ବ୍ୟାପକ କ୍ଷୟକ୍ଷତି କରିଛି । ଗତ କାଲି ରାତିରେ ସମୟରେ ମହୁଲଖୋଳି ଗ୍ରାମ ଭିତରେ ପଶି ହାତୀ ଟି ସୁଦ୍ଧିର ବେଉରା ଘର ଭାଙ୍ଗିବା ସହ ଘର ଭିତରୁ ଅମଳ କରି ରଖିଥିବା ଧାନ ହାତୀ ଖାଉଥିବା ଦେଖି ଗ୍ରାମରେ ଭୟର ବାତାବରଣ

ହାତୀ ଆକ୍ରମଣରେ ଜଣେ ଆହତ

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧିନ କୋତମ ଗ୍ରାମ ପଞ୍ଚାୟତର କୋଟବେରେଣା ଗ୍ରାମର ନାକଫୁଡି ଦେହୁରୀ (୫୯) ଙ୍କୁ ହାତୀ ଆଜି ଦିନ ୧୨.୩୦ମିନିଟରେ କଚାଡି ଦେଇଥିଲା। ସୂଚନା ଅନୁଯାୟୀ , ନାକଫୁଡି ଛେଳି ଚରାଇବାକୁ କୋଟବେରେଣା ଗ୍ରାମର କିଆପତିନି ରାସ୍ତାରେ ଯାଉଥିବା ସମୟରେ

ବାଜି ଲାଗୁଛି ପ୍ରସୂତୀଙ୍କ ଜୀବନ , ମନଇଚ୍ଛା ଅସ୍ତ୍ରୋପଚାର କରି ଲୁଟୁଥିବା ଅଭିଯୋଗ

ଘରୋଇ ଡାକ୍ତରଖାନା ମନଇଚ୍ଛା ଅସ୍ତ୍ରୋପଚାର ପ୍ରସବ କରାଇ ପ୍ରସୂତି ଓ ତାଙ୍କ ପରିବାରଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି। ହେଲେ ସରକାରଙ୍କ ନିୟମ ମାନି ଅଡିଟ୍‌‌ ରିପୋର୍ଟ ଦେବାକୁ ନାରାଜ। ତେବେ ନିୟମ ଉଲ୍ଲଂଘନ କରୁଥିବା ଏପରି ଘରୋଇ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ

ଧାନ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା !

ଋଣ ପରିଷୋଧ ନକରିପାରିବା ଚିନ୍ତାରେ ଚାଷି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ଚାଷୀ ଜଣକ ହେଲେ କାମାକ୍ଷାନଗର ଥାନା ଭୁବନ ବ୍ଲକ ଅରଖପାଳ ପଞ୍ଚାୟତ ଖୁରୁଶିଆ ଗ୍ରାମର କେଶବ ମଲିକ। ସୁଚନା ମୁତାବକ ,ମୃତ ଚାଷୀ ତିନୋଟିି ଘରୋଇ ବ୍ୟାଙ୍କ ଯଥା ସମସ୍ତା

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ , କ୍ଷତିପୂରଣ ଦାବିରେ ରାସ୍ତାରୋକ

ଆଜି ଅପରାହ୍ନ ରେ ୫୫ ନଂ ଜାତୀୟ ରାଜପଥ ବୁଧବାର ହାଟ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତ ଵରଣ କରିଥିବା ବ୍ୟକ୍ତି ଖଡଗପ୍ରସାଦ ଗ୍ରାମ ର ବ୍ରଜବନ୍ଧୁ ପୃଷ୍ଟି ଙ୍କ ପୁତ୍ର ଶାନ୍ତନୁ ପୃଷ୍ଟି, (୨୭ )

କୁନିଦା ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ,ପ୍ଲାଷ୍ଟିକ ରଶିରେ ତଣ୍ଟି ଚିପି ମାରିଥିଲା ପ୍ରେମିକ

ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମରେ ଗତ ସୋମବାର ମକର ସଂକ୍ରାନ୍ତି ଦିନ ଜନୈକା କଲେଜ ପଢୁଆ ଯୁବତୀ ଙ୍କ ର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଭୁବନ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତ ଆସାମୀ ( ମୃତା ଛାତ୍ରୀ ଙ୍କ ପ୍ରେମିକ) କୁ ଗିରଫ କରି ସାମ୍ବାଦିକ ସମ୍ମିଳନୀ ରେ ଏହି
error: Content is protected !!