ପଥର ଖଣି ପାଣିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବଦାଳୁ ଗ୍ରାମ ପଞ୍ଚାୟତ ଅଧୀନ ଜାମୁଚକଟା ଗ୍ରାମ ନିକଟସ୍ଥ ଏକ ପୁରୁଣା ପଥର ଖଣି ପାଣିରୁ ଜଣେ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ଗତ ୧୬ ତାରିଖ ଦିନ ଜାମୁଚକଟା ଗ୍ରାମର ଅଗାଧୁ ମହାରଣା ୬୫ ବର୍ଷ ନାମକ ଵୃଦ୍ଧ!-->!-->!-->…
ପଂଚାୟତ କାର୍ଯ୍ୟାଳୟରେ ଭତା ଟଙ୍କା ବଣ୍ଟନ ବେଳେ ଟଙ୍କା ଚୋରି
ଗତକାଲି ଗଁଦିଆ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉକ୍ତ ବ୍ଲକ ଅଧୀନ ପୋରୁହଖୋଜ ଗ୍ରାମ ପଂଚାୟତରେ ମାସିକ ଭତା ଟଙ୍କା ବଣ୍ଟନ ବେଳେ ଉକ୍ତ ସ୍ଥାନରୁ ଟଙ୍କା ଚୋରି ହୋଇଯାଇଛି। ପଂଚାୟତ ନିର୍ବାହୀ ଅଧିକାରୀ ମଧୁ ସୁଦନ କର ଓ ଗ୍ରାମ ରୋଜଗାର ସେବିକା ଝୁନୁ ବାଳା ବାରିକ ଭତା ଟଙ୍କା ବଣ୍ଟନ!-->…
ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମେଡିକାଲ ଛକ ନିକଟରେ ଜଣେ ମେଡ଼ିସିନ ସେଲ୍ସମ୍ୟାନଙ୍କ ଠାରୁ ୧ଲକ୍ଷ ୬୦ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଛନ୍ତି ଢେଙ୍କାନାଳ ଆରଏସ ଟ୍ରେଡ଼ର୍ସର ସେଲ୍ସମ୍ୟାନ ପ୍ରକାଶ ଚନ୍ଦ୍ର ବେହେରା।
ପ୍ରକାଶ ଷ୍ଟକିଷ୍ଟରୁ!-->!-->!-->…
ନାବାଳକ ମୃତ୍ୟୁକୁ ବର୍ଷେ ପୁରିଲା ,ଅଭିଯୁକ୍ତକୁ ଗିରଫ କରିବାକୁ ଦାବି
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କାଣ୍ଡବିନ୍ଧା ଗ୍ରାମର ଜନୈକ ନାବାଳକକୁ ପିଟି ପିଟି ମାରିଦେବା ଘଟଣାରେ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା । ଘଟଣାରେ ଜଡିତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରାଯାଇଛି ।
ସଦର ଥାନା କାଣ୍ଡବିନ୍ଧା ଗ୍ରାମର ଶ୍ରୀନାଦ ପାତ୍ରଙ୍କ ଅଭିଯୋଗ ଅନୁସାରେ ଗତ!-->!-->!-->…
ଦେଶର ପ୍ରଦୁଷିତ ସହର ଭିତରେ ଓଡ଼ିଶାର ୬ ସହର, ଢେଙ୍କାନାଳ ଜିଲ୍ଲାର ଦୁଇ ପଡୋଶୀ ଜିଲ୍ଲା ସାମିଲ
ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୁଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ ଓ କଳିଙ୍ଗନଗର ରହିଛି । ବିଶେଷ କରି ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଥିବା ବେଳେ ପ୍ରଦୂଷଣର ମାତ୍ରା!-->!-->!-->…
ଜିଲ୍ଲାରେ ବ୍ୟାଣ୍ଡ ଦଳଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଢେଙ୍କାନାଳ ସହରରେ ଥିବା ମାଆ ଦକ୍ଷିଣକାଳୀ ବ୍ୟାଣ୍ଡ ପାର୍ଟି ମାଲିକ ସଙ୍ଘ ତରଫରୁ ବ୍ୟାଣ୍ଡ ପାର୍ଟି ମାଲିକ ମାନଙ୍କ ପ୍ରତି ହେଉଥିବା ଲାଇସେନସ ନବୀକରଣ,ରେଜିଷ୍ଟ୍ରେସନ ପାଇଁ ସରକାରୀ ଦେୟ ବାଦ ଅଧିକ ଦେୟ ନିଆଯାଉଥିବା ବେଳେ ବ୍ୟାଣ୍ଡପାର୍ଟି ମାଲିକ ଏବଂ ସେମାନଙ୍କ ସମ୍ପତ୍ତି ସୁରକ୍ଷା ପ୍ରତି!-->…
ଅବକାରୀ ଓ ପୋଲିସ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗରେ ଥାନା ଘେରିଲେ ଶତାଧିକ ମହିଳା ଓ ପୁରୁଷ
କଙ୍କଡାହାଡ଼ ଥାନା ଘେରିଲେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ। ଗତ ୧୦ ତାରିଖ ଦିନ କାମାକ୍ଷାନଗର ଅବକାରୀ ପୋଲିସ ଓ କଙ୍କଡାହାଡ଼ ପୋଲିସ ମିଳିତ ଭାବେ ବାଲିକୁମା ଗାଁରେ ମଦ ଉପରେ ଚଢ଼ାଉ କରିଥିଲେ। ତେବେ ସେଠାରେ ଜୈନିକା ମହିଳାଙ୍କୁ ପୋଲିସ ଓ ଅବକାରୀ କର୍ମଚାରୀ ମାନେ ଅସଦାଚରଣ କରିଥିବା!-->…
ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ବୃଦ୍ଧା
ସରକାର ବହୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ଜନସାଧାରଣଙ୍କ ହିତ ପାଇଁ, ଗରିବ ଶ୍ରେଣୀର ଜନତାଙ୍କ ପାଇଁ କରିଥିଲେ ମଧ୍ୟ କିଛି ବିଭାଗୀୟ କର୍ମଚାରୀ ଅଧିକାରୀଙ୍କ ଦାଇତ୍ୱହୀନତା ପାଇଁ ବିଚରା ଗରିବ ଟିଏ ବଞ୍ଚିତ ହେବା ବେଳେବେଳେ ଦେଖିବାକୁ ମିଳୁଛି ।
ସୂଚନା ଅନୁଯାୟୀ , ଢେଙ୍କାନାଳ ଜିଲ୍ଲାର!-->!-->!-->…
ଢେଙ୍କାନାଳ ବନଖଣ୍ଡରେ ପକ୍ଷୀ ଗଣନା, ୫୧ ପ୍ରଜାତିର ପକ୍ଷୀ ଠାବ
ଢେଙ୍କାନାଳରେ ଜଳଚର ପକ୍ଷୀ ଗଣନା ଅରମ୍ଭ, ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେ ୮ଟି ବନାଞ୍ଚଳ ରେ ହେଲା ଗଣନା ଓୟୁଏଟି ସହ ବିଭିନ୍ନ ଫରେଷ୍ଟ୍ରି ମହାବିଦ୍ୟାଳୟର ୧୨ ହେଲେ ସାମିଲ । ୫୧ ପ୍ରକାରର ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିବା ବେକେ ଗତକାଲି ସୁଦ୍ଧା ୬୬୧୫ ଟି!-->!-->!-->…
କାଉଁରିଆପାଳ ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଗତ ୭ ଜାନୁୟାରୀ ୨୦୨୪ ଠାରୁ ମା ବାଉତୀ କ୍ରିକେଟ କ୍ଲବ, କାଉଁରିଆପାଳ ଆନୁକୂଲ୍ୟରେ ଆୟୋଜନ ହୋଇଆସୁଥିବା ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଅଛି ।
ଶେଷ ଦିବସର ଫାଇନାଲ ମ୍ୟାଚରେ ଚାଇଁପୁର ଓ ପୋଡ଼ାପଡ଼ା ୧୫ ଓଭର ବିଶିଷ୍ଟ ମ୍ୟାଚରେ ସାମ୍ନାସାମ୍ନି ହେବାର ଥିଲା!-->!-->!-->…