News
lipub
samparksetu

ମାନିଲେନି କଟକଣା : ରାତି ଅଧିଆ ଆୟୋଜନ କରିଥିଲେ ଭୋଜି; ଚଢ଼ାଉ କଲେ ଭାପୁର ଫାଣ୍ଡି ଅଧିକାରୀ

ସରକାର କଟକଣାକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଅମାନିଆ ମାନିବାକୁ ନାରାଜ । ଗାଁ ଗାଁରେ ଭୋଜିଭାତ, ତାସ ଖେଳ, କିକ୍ରେଟ ଖେଳ ଯୋଗୁଁ ବର୍ତମାନର ଗ୍ରାମାଞ୍ଚରେ ଉପର ମୁହାଁ କରୋନା । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଧିନସ୍ଥ ଆଉଖୁମା ଗ୍ରାମରେ । ଅମାନିଆଙ୍କ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଆହ୍ୟାତା

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ହୋମ୍ ବେସଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର, ଏବେ ଘରେ ରହି ମଧ୍ୟ କରିପାରିବେ କରୋନା ପରୀକ୍ଷା

ଏବେ କରୋନା ପରୀକ୍ଷା କରାଇବା ହେବ ଆହୁରି ସହଜ ଆଉ ଯିବାକୁ ପଡିବନି ମେଡ଼ିକାଲ ଠିଆ ହେବାକୁ ପଡିବନି ଲମ୍ବା ଆଇନରେ, ଏବେ ଘରେ ରହି କରୋନା ଟେଷ୍ଟ କରିପାରିବେ । ହୋମ ବେସଡ୍ କୋଭିଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର । କରୋନା ପାଇଁ ଆଂଟିଜେନ ଓ ଆରଟିପିସିଆର ପରୀକ୍ଷା କରାଯାଉଛି

ଶମଶାନେ ଦୀପାବଳି

ଶମଶାନେ ଏ କି! ଦୀପାବଳି,ଦେଉଛି କେ ମଣିଷର ବଳି।ହାଡ଼ର ଆହୁତି ଦିଏ,ଅଥର୍ବ ଏ ଶାସନର ଗଳି। କାହିଁ ସେଇ ଅଦୃଶ୍ୟ ଜୀବାଣୁ,ସ୍ପନ୍ଦନ ରହିତ କରିଦୁନିଆକୁ କରିଛି ଯେ ସ୍ଥାଣୁ । ବେତାଳଙ୍କ ନିର୍ବାଚନୀ ସଭା,ନରହନ୍ତା ହୁଏ ସେଠି ଉଭା।ହଳାହଳ ବିଷର ପ୍ରସାଦ,ଚଳୁ କରି ନାଚେ ମଦମତ୍ତ। ରଚି

ସାପ୍ତାହିକ ହାଟକୁ ବନ୍ଦ କରିବାକୁ ନୋଟିସ ଜାରି କଲା ପ୍ରଶାସନ

ଢେଙ୍କାନାଳ ସଦର ବ୍ଳକ୍ ବାଲ୍ୟମ୍ବା ପଞ୍ଚାୟତ ନୂଆହାଟ ରେ କିଛି ଦିନ ତଳେ କିଭଳି କୋଭିଡ ନିୟମକୁୁ ଫୁ କରି ସାପ୍ତାହିକ ହାଟ ବସିଥିଲା , ତାହା ଆମେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ କରିଥିଲୁ । ଲକଡାଉନ ରେ ହାଟକୁ ବାରଣ କରାଯାଉଥିବା ବେଳେ କାହାର ନିର୍ଦ୍ଦେଶ କ୍ରମେ ଏହି ହାଟ ବସିଥିଲା

ଗାଡ଼ିଆରେ ବୁଡ଼ି ଟ୍ରଲି ଚାଳକଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ଭୁବନ ୨ନଂ ୱାର୍ଡ ମଝି ବେଣା ଗାଡ଼ିଆରେ ବୁଡ଼ି ଆଜି ଜଣେ ଟ୍ରଲି ଚାଳକ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବିଳାସ ବେହେରା ବୋଲି ସୂଚନା । ସୂଚନା ଅନୁଯାୟୀ , ପ୍ରଚଣ୍ଡ ଖରାରେ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ସେ ଗାଡ଼ିଆରେ ଗାଧୋଉ ଥିବା ଅଵସ୍ଥାରେ ବୁଡ଼ିଯାଇଥିଲେ

ବନ୍ଦ କୋଠରୀରୁ ଝୁଲନ୍ତା ଅଵସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାଠଗଡା ଆନନ୍ଦନଗର ରେ ରହୁଥିବା ମାଧବ ବେହେରାଙ୍କ ଏକମାତ୍ର ପୁଅ ମହାଦେବ ବେହେରା (୨୫) ଙ୍କ ମୃତ ଦେହ ଏକ ବନ୍ଦ କୋଠରୀରୁ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଏହାର ସତ୍ୟତା ସାମ୍ନାକୁ ଆସିବ ବୋଲି

କରୋନା ଦୂତୀୟ ଲହରରେ ହିନ୍ଦୋଳ ଏନଏସି ର ପ୍ରଥମ ବ୍ୟକ୍ତିଙ୍କ ପରଲୋକ

କରୋନା ଦୂତୀୟ ଲହରରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ରେ ପ୍ରଥମ ବ୍ୟକ୍ତିଙ୍କ ପରଲୋକ ଘଟିଛି । ଖବରରୁ ପ୍ରକାଶ ଯେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୪ର ବରିଷ୍ଠ ସାମ୍ବାଦିକ ରବିନାରାୟଣ ପଟ୍ଟନାୟକ ଙ୍କ ଭାଇ ତଥା ବିଶିଷ୍ଟ ବ୍ୟବସାୟୀ ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ(୪୩)ଙ୍କ ର ଆଜି ସକାଳ

ପୋଲିସ ପାଟ୍ରୋଲିଙ୍ଗ ଦେଖି ଅନ୍ଧାରୁଆ ଦୌଡିବା କାଳ ହେଲା ,
କୂଅରେ ପଡି ଇଂଜିନିୟରିଂ ଛାତ୍ରଙ୍କ ଜୀବନ ଗଲା !

ମୋବାଇଲି ଦେଖିବାରେ ମଝିଯାଇଥିବା ଛାତ୍ର ଟି ପୋଲିସ ଗାଡି ଦେଖି ଜାଣିପାରିନଥିଲା କଣ କରିବ, ଗାଡି ଲାଇଟ ଦେଖି ଅନ୍ଧାରୁଆ ଦୌଡିବା ଯୋଗୁ ପରିତ୍ୟକ୍ତ କୂଅ ରେ ପଡିଯାଇ ମୃତ୍ୟୁ ବରଣ କରିଛନ୍ତି ପିଙ୍ଗୁଆ ଗ୍ରାମ ର ଜଣେ ମେଧାବୀ ଯୁବକ । ନିହଲପ୍ରସାଦ ପୋଲିସ ସୂତ୍ର ରୁ ମିଳିଥିବା ଖବର ଅନୁଯାୟି

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ଆଉ ୧୬୨ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୧୫୧ ଓ ଡାକ୍ତରଖାନାରୁ ୧୧। ହିନ୍ଦୋଳ ବ୍ଳକ୍ ନିମବାହାଳୀ ଗ୍ରାମକୁ ଆଜିଠାରୁ ୨୨ ତାରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
error: Content is protected !!