ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ; ୪୧ ୟୁନିଟ ରକ୍ତ ସଂଗ୍ରହ
ଢେଙ୍କାନାଳ ଜିଲ୍ଲା ଛାତ୍ର ଉପସଭାପତି ସଞ୍ଜୟ କୁମାର ପଣ୍ଡା ଓ ବ୍ଲକ ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଭାପୁର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଉଛି । ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି ।
!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ପରି ଦଶ ହଜାରରୁ ଅଧିକ ରହିଥିଲା ବେଳେ ଢେ଼ଙ୍କାନାଳ ଜିଲ୍ଲାର ଏହି ସଂଖ୍ୟା ୨୮୯ । ଏମାନଙ୍କ ମଧ୍ୟରୁ ୨୭୭ ଘରୋଇ ସଂଙ୍ଗରୋଧରୁ ଓ ୧୨ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।
ହିନ୍ଦୋଳ ବ୍ଲକର ନିମବାହାଳୀ, ଗଣ୍ଡାନାଳୀରୁ ୩ ଲେଖାଏଁ, ଦୁଦୁରକୋଟ,!-->!-->!-->…
ମା ‘
ଦିନେ ଯାଇ ଥିଲି ସରଗ ରାଇଜେଦେଖୀ ବାକୁ ତାରା ଭିନ,,
ଭାବୁଥି ଲି ତହିଁ ମିଳିବ ଯେଉଁଠୀଈଶ୍ୱର ଙ୍କ ଥିଲା ଚିହ୍ନ ,,,
ବିଶ୍ଵ ମଣ୍ଡଳ କୁ ପ୍ରେକ୍ଷଣ କରିଲେ,,,ଦେଖିଲି ଅନେକ ଗ୍ରହ ,,ତାରକା ପୁଞ୍ଜ ନକ୍ଷତ୍ର ସୁରୁଜ,,ଦେଖି ବଢିଲା ଆଗ୍ରହ
ଆଗେ ଯାଉ ଯାଉ ନିଦ ଭାଙ୍ଗି ଗଲାପଡ଼ିଲି ପୃଥିବୀ!-->!-->!-->!-->!-->!-->!-->…
୧୭ ମେ ବିଶ୍ୱ ଟେଲି କମ୍ୟୁନିକେସନ ଏବଂ ସୂଚନା ଦିବସ
ନଭେମ୍ବର ୨୦୦୫ ରେ ଜାତୀସଙ୍ଘ ର ଆହ୍ୱାନ କ୍ରମେ ୧୭ ମେ କୁ ବିଶ୍ୱ ସୂଚନା ସମିତି ବା ସମାଜ ଦିବସ ରୂପେ ଘୋଷଣା କରିଥିଲା ।
ସୂଚନା ପାରା ରୁ ମୋବାଇଲ ଏକ ବୃହତ ଚକ୍ର । ରାଜା ମହାରାଜ ଙ୍କ ଅମଳରେ ସୂଚନା ଟିଏ ପଠାଇବା ପାଇଁ ପକ୍ଷୀଙ୍କ ଦେହରେ ଚିଠି ବାନ୍ଧି ପଠା ଯାଉଥିଲା ବା ଘୋଡା ଯୋଗେ!-->!-->!-->…
ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର
ଢେଙ୍କାନାଳ ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ନଟାକଟା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ସଦର ବ୍ଳକ୍ ବଉଳପୁର ଗ୍ରାମର ଶୁଶାନ୍ତ ନାୟକ ବୋଲି ସୂଚନା ମିଳିଛି ।
ଶୁଶାନ୍ତ ନିଜ ବାଇକ୍ ଯୋଗେ ଭୁବନରୁ ନିଜ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ!-->!-->!-->…
ଜିଲ୍ଲାରେ ନୂତନ ୧୫୩ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୭୩୨ ଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲାରୁ ୧୫୩ ଜଣ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରକାଶ କରିଛି।
୧୩୦ ଜଣ ଘରୋଇ ସଂଙ୍ଗରୋଧରୁ ଓ ବାକି ୨୩ ଜଣ ଡାକ୍ତରଖାନାରୁ ଚିହ୍ନଟ କରାଯାଇଛି।
ସଦର ବ୍ଳକ୍ ସଂସାଇଲୋ ଗ୍ରାମକୁ ଆଜିଠାରୁ ୧୯!-->!-->!-->!-->!-->…
ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଗାଈଗୋରୁ ମାଙ୍କଡ଼ ମାନଙ୍କୁ ଖାଦ୍ୟ ବଣ୍ଟନ
ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଗତ ସୋମବାର ଠାରୁ ଆରମ୍ଭ ହୋଇଛି ଗାଈଗୋରୁ ମାଙ୍କଡ଼ ମାନଙ୍କୁ ଖାଦ୍ୟ ଦେବା କାର୍ଯ୍ୟକ୍ରମ । ଲକଡାଉନ , ସଟଡାଉନ ହେତୁ ସମସ୍ତ ଦୋକାନ ବଜ଼ାର ବନ୍ଦ ରହୁଥିବାରୁ ଏହି ନିରୀହ ଜୀବ ମାନେ ଖାଇବାକୁ ପାଉନାହାନ୍ତି ।
ତେଣୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି!-->!-->!-->…
ମଶାଣି ତୀର୍ଥ
ପୁଣ୍ୟତୋୟା ମୁଁ ଭାର୍ଗବୀ ତଟମଶାଣି ମୋର ନାମ !କୁଢ଼ କୁଢ଼ ଶବ ନିଇତି ଛୁଟନ୍ତିଯିବାକୁ ମୁକ୍ତି ଧାମ !!ସକଳ ତୀର୍ଥ ଶେଷାଗ୍ରେ ସ୍ଥାନକୋଳେଇ ନିଏଧରି !ରାଜନେତା ଅବା ଦିନମଜୁରିଆସଜ୍ଜିତ ଦଣ୍ଡାଧିକାରୀ !!ସର୍କାର ଲେଖନ୍ତି ମୃତ୍ୟୁଇତିହାସନିର୍ବୋଧବୋକାପରି !ଅସହାୟ ଖୋଜେ ଯୁଇରନିଆଁରେହରତାଳଅସୀ!-->…
ଖବର ପ୍ରସାରଣ ପରେ ୩ବର୍ଷ ହେବ ମିଳିନଥିବା ବିଧବା ଭତ୍ତା ପାଇଲେ ଶୈଳବାଳା
ତିନି ବର୍ଷ ତଳେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଛି , ଦୁଇ ପୁଅ ଯେ ଜଣେ ଛୋଟ ପାନ ଦୋକାନ କରିଛି ଓ ଅନ୍ୟ ଜଣଙ୍କ ବେକାରୀ। ବୟସ ଷାଠିଏ ପାଖାପାଖି , ସ୍ବାମୀଙ୍କ ଚାଲିଯିବା ପରେ ସର୍ବଦା ଦୁଃଖରେ ବୁଡି ରୁହନ୍ତି ସେ ।
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦ ପ୍ରସାଦ ପଞ୍ଚାୟତ!-->!-->!-->…
ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ କୁନିଝିଅ ଅସ୍ମି ଆରାଧ୍ୟା
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->…