News
lipub
samparksetu

ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ; ୨ ମୃତ ଜଣେ ଆହତ

ଢେଙ୍କାନାଳ ମୋଟଙ୍ଗା ଥାନା ମେରାମୁଣ୍ଡଳୀ ନିକଟସ୍ଥ ଓଭର ବ୍ରିଜ ଉପରେ ଆଜି ସଡ଼କ ଦୁର୍ଘଟଣା ଘଟିଛି । ବ୍ରିଜ ଉପରେ ଏକ ଟ୍ରକ ଏବଂ ଟାଟା ଏସି ମଧ୍ୟରେ ଦୁର୍ଘଟଣା ହୋଇଥିବାର ସୂଚନା , ଟ୍ରକ ପଛପଟୁ ଟାଟା ଏସି ଗାଡ଼ିଟି ପିଟିବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ରେ ଗୋଡିଡ଼ିହି ଗ୍ରାମର

ଦୋକାନରେ ଅଗ୍ନିକାଣ୍ଡ , ଆହତ ହେଲେ ଦୋକାନୀ !

ଆଜି ସକାଳ ସମୟର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଘଟଣାଟି ଭୁବନ ବ୍ଲକର ଜମୁନାକୋଟ ଗ୍ରାମପଞ୍ଚାୟତର ଜମୁନାକୋଟ ବସ ଷ୍ଟାଣ୍ଡ ନିକଟରେ ଥିବା ଲଷ୍ମୀଧର ବେହେରାଙ୍କ ଦୋକାନରେ କୌଣସି କାରଣରୁ ଗ୍ୟାସଟାଙ୍କି ରୁ ଗ୍ୟାସ ଲିକି ହୋଇ ଅଗ୍ନିକାଣ୍ଡ ଘଟି ଦୋକାନର ସବୁ ଜିନିଷ ପତ୍ର ପୋଡିଯାଇଛି ।

ଢେଙ୍କାନାଳ ଜିଲ୍ଲାରେ ୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

କ୍ରମାଗତ ଭାବରେ ଉର୍ଦ୍ଧ୍ବଗାମୀ ହେବା ପରେ ଜିଲ୍ଲାରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ୨୮୦ ରେ ପହଁଞ୍ଚି ଅଛି। ଏମାନଙ୍କ ମଧ୍ୟରୁ ୨୬୬ ଜଣ ଘରୋଇ ସଂଙ୍ଗରୋଧରୁ ଓ ୧୪ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଆଜିଠାରୁ ୧୮ ତାରିଖ ସକାଳ ୭ ପର୍ଯ୍ୟନ୍ତ ପରଜଙ୍ଗ ଗ୍ରାମ ଏବଂ

ଖବର ପ୍ରସାରଣ ପରେ ଡମଶାଳ ପୋଲ ସଂଯୋଗକାରୀ ରାସ୍ତାରେ ପଡିଲା ମୋରମ

ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିଲା କେଲୁଆ ମାଟି । ବର୍ଷା ହେଲେ ଗାଁକୁ ପଶି ପାରୁନଥିଲେ ଲୋକେ । ଦେହ ଖରାପ ହେଲେ ଗାଁକୁ ଆସି ପାରୁନଥିଲା ଆଂବୁଲାନ୍ସ । ଜାତୀୟ ରାଜପଥ ୫୩ ଭୁବନ ବ୍ଲକ ପଳାଶପିଠିଆ ଠାରୁ ମଠକରହଗୋଳା ଯାଏଁ ବିକଳ୍ପ ରାସ୍ତା ନିର୍ମାଣ କରୁଛି କାମାକ୍ଷାନଗର ଗ୍ରାମ୍ୟ ଉନ୍ନୟନ

ବାଲିଯୋରନ୍ଦା ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବଙ୍କ ମନ୍ଦିରରୁ ଚୋରି ଅଭିଯୋଗ

ବୁଧବାର ରାତ୍ରି ରେ ଗଁଦିଆ ଥାନା ଅନ୍ତର୍ଗତ ରାଇତଳା ପଞ୍ଚାୟତ ବାଲିଯୋରନ୍ଦା ଗ୍ରାମର ଶ୍ରୀ ଶ୍ରୀ ମଣିଶ୍ୱର ମହାଦେବଙ୍କ ମନ୍ଦିର ପରିସରରୁ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ହୁଣ୍ଡୀରେ ଥିବା ଭକ୍ତ ମାନଙ୍କ ଦାନ ଅର୍ଥ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଏବଂ ପୂଜକଙ୍କର ଆସବାବ ସହିତ ୨ ହଜାର

ଅକ୍ଷୟ ତୃତୀୟା ଓ ଏହାର ମାହାତ୍ମ୍ୟ

ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି

ଜେସାକୁ ତେସା

ସନିଆ ଜମିରେ ହଳ କରୁଥିଲା। ନିଳା ଆଉ ଧଳା ବଳଦ ଦିଟା ହସା ହସି ହେଉଥିଲେ। ଏ କଥା ହଳ ପଛେ ପଛେ ବୁଲୁଥିବା ବଗ ଦେଖି ପକାଇଲା। ବଗ ପଚାରିଲା"ଭାଈ ଆଜି କଣ ହୋଇଛି କି….ଏମିତି ହସୁଛ !"ନିଳା କହିଲା ଏବେ ପରା ହସିବା ବେଳ। ଦେଖୁନୁ ଆମେ କୁଆଡେ ଧାନ କି ଫସଲ ଖାଈ ଦେବୁ ବୋଲି ମାଲିକ ଆମ

ଆପ୍ ଜିଲ୍ଲା ଆବାହକଙ୍କ ଆହାର କେନ୍ଦ୍ର ପରିଦର୍ଶନ

ଢେଙ୍କାନାଳ ଜିଲ୍ଲା ଆବାହକ ପଙ୍କଜ ନାୟକ ଏବଂ ଦଳ ର ସକ୍ରିୟ ସଦସ୍ୟ ବିନୋଦ ମଲିକ ଙ୍କ ସହିତ ଢେଙ୍କାନାଳ ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ । ସୂଚନା ଅନୁଯାୟୀ ଆହାର କେନ୍ଦ୍ରକୁ ମାତ୍ର ୧୦୦ଟି ମିଲ ଆସୁଥିବା ବେଳେ, ସେହି ଆହାର ଗରିବ ଲୋକମାନେ ଠିକ ଭାବେ

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ !

ଆଜି ଅପରାହ୍ନରେ ଭାଲୁମୁଣ୍ଡା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଣ୍ଟାପାଳ ଗାଁ ର ଶଙ୍କର୍ଷଣ ମହାଖୁଡଙ୍କ ପୁତ୍ର କୃଷ୍ଣ ଚନ୍ଦ୍ର ମହାଖୁଡ (୪୩) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସୂଚନା ଅନୁଯାୟୀ , ସେ କାମ ଶେଷ କରି ଘରକୁ ଫେରୁଥିବା ସମୟରେ

ଖବର ପ୍ରସାରଣର ୨୪ ଘଣ୍ଟା ନପୁରୁଣୁ ଡାଇଭର୍ସନ ରାସ୍ତା ଉପରେ ପଡ଼ିଲା କ୍ରସର ଡଷ୍ଟ ; ଆରମ୍ଭ ହେଲା ପୋଲ କାମ

ଭାଲୁମୁଣ୍ଡା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ତୁମୁଁସିଙ୍ଗା ଥାନା ନିକଟରେ ଗୋଟିଏ ପୋଲ କାମ ଛଅ ସାତ ମାସ ହେଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇ ନାହିଁ। ପୋଲ କାମ ଚାଲୁଥିବା ହେତୁ ଶିଶୁ ମନ୍ଦିର ଦେଇ ବିକଳ୍ପ ରାସ୍ତା ହୋଇଥିଲା। ବର୍ଷା ହେଲେ ଏହି ରାସ୍ତା ଦେଇ ଯିବା ଆସିବା
error: Content is protected !!