News
lipub
samparksetu

ଓଡିଶା ଏୟାର ପ୍ରଡକ୍ଟର ଅକ୍ସିଜେନ କାରଖାନା ର ପୁନରୁଦ୍ଧାର ଦାବି

କୋଭିଡ ମହାମାରୀ ପାଇଁ ଚାରିଆଡେ ଅକ୍ସିଜେନ ଅଭାବ ଦେଖାଦେଇଛନ୍ତି । ଅକ୍ସିଜେନ ଅଭାବରୁ ଗୁରୁତର ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ତେଣୁ ଢେଙ୍କାନାଳ ଗୁଣ୍ଡିଚାପଡ଼ା ଠାରେ ବନ୍ଦ ପଡିଥିବା ଓଡିଶା ଏୟାର ପ୍ରଡକ୍ଟ କାରଖାନା ଚାଲୁ କରିବା ପାଇଁ ଦାବି ହେଉଛି । ପୂର୍ଵରୁ ଏହି କାରଖାନାରୁ

ନାଉକିଆରି ଅଞ୍ଚଳରୁ ଅଢେଇ ଲକ୍ଷ ଟଙ୍କାର ଗଞେଇ ଜବତ, ଜଣେ ଗିରଫ

ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ନାଉକିଆରି ଅଞ୍ଚଳରେ ଢେଙ୍କାନାଳ ଅବକାରୀ ବିଭାଗ ସ୍ପେଶାଲ ସ୍କାର୍ଡ଼ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ମୋବାଇଲ କଲ ଆସିଥିଲା। ସଂଗେ ସଂଗେ ଅବକାରି ଟିମ ନାଉକିଆରି ଗ୍ରାମରେ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚି ଚଢାଉ କରିଥିଲେ। ସ୍ୱର୍ଗତ

କରୋନା ହେତୁ ଢେଙ୍କାନାଳରେ ନିରାଡ଼ମ୍ବର ଭାବରେ ପାଳନ ହେଲା ଇଦ୍

ଆଜି ଢେଙ୍କାନାଳ ଜାମା ମସଜିଦ ରେ ସରକାରୀ ଗାଇଡ୍ ଲାଇନ୍ ଅନୁସାରେ ଇଦ୍ ଉଲ୍ ଫିତର୍ ପାଳନ ହୋଇଯାଇଅଛି।ଜାମା ମସଜିଦ ର ଇମାମ୍ ସେଖ୍ ମୁଦାରିସ୍ ଓ ଅନ୍ୟ ୫ ଜଣ ବସ୍ତି ବାସିନ୍ଦା ମାସ୍କ୍ ପିନ୍ଧି, ସାମାଜିକ ଦୂରତା ରକ୍ଷା କରିଏହି ନମାଜ୍ ପାଠ କରିଥିଲେ ବୋଲି ଜାମା ମସଜିଦ ପରିଚାଳନା କମିଟିର ସହ

ଢେଙ୍କାନାଳ ଜିଲ୍ଲାରେ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ସର୍ବାଧିକ ରେକର୍ଡ ସ୍ତରରେ ପହଁଞ୍ଚି ଅଛି। ସବୁ ଜିଲ୍ଲା ଗୁଡିକର ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଛି। କେବଳ ଖୋର୍ଦ୍ଧା ଜିଲ୍ଲାର ୨୨୦୧ ଜଣ ଚିହ୍ନଟ ହୋଇଥୁବା ବେଳେ ସୁନ୍ଦରଗଡ଼, କଟକ, ଅନୁଗୋଳ, ବରଗଡ଼ ଓ ବାଲେଶ୍ଵର ଜିଲ୍ଲାଗୁଡିକରେ ବୃଦ୍ଧି ପାଇଛି। ଢେଙ୍କାନାଳ

ଈଦ୍ ମୁବାରକ

ଶେଷ ହୋଇଛି ପବିତ୍ର ରମଜାନ ମାସର ରୋଜା । ଗତକାଲି ସନ୍ଧ୍ୟାରେ ଚନ୍ଦ୍ର ଦେଖି ରୋଜା ସମାପ୍ତ ପୂର୍ବକ ଆଜି ଇସଲାମି ଧର୍ମାବଲମ୍ବୀ ଈଦ୍-ଉଲ୍-ଫିତର ନମାଜ ପାଠ କରିଛନ୍ତି।ପ୍ରତ୍ୟେକ ବର୍ଷ ସମସ୍ତ ହିନ୍ଦୁ ମୁସଲମାନ ଭାଇମାନେ ମିଳିତଭାବେ ଏହି ପବିତ୍ର ପର୍ବ ଟିକୁ ପାଳନ କରିଥାଆନ୍ତି ମାତ୍ର

ଦବିଲା କୂଅ , ଅଞ୍ଚଳବାସୀ ଭୟଭୀତ !

ଭୁବନ ଏନଏସି ଅନ୍ତର୍ଗତ ୪ନମ୍ବର ୱାର୍ଡ ଥୋରିଆ ସାହିରେ ବୁଧବାର ଅପରାହ୍ନରେ ଏକ କୂଅ ହଠାତ ଦବି ଯାଇଛି । ଯାହାକୁ ନେଇ ଅଞ୍ଚଳ ବାସୀ ଭୟଭୀତ ହୋଇପଡିଛନ୍ତି । ଜଣେ ମହିଳା କୂଅରୁ ପାଣି କାଢୁଥିବା ବେଳେ ହଠାତ କୂଅଟି ଦବି ଯାଇଥିଲା । କୂଅର ଚାନ୍ଦିନି ଠିକଠାକ ଥିବା ବେଳେ ତଳୁ କୂଅ ଦବି

ପବିତ୍ର ଇଦ ଅବସରରେ ଘରେ ବନାନ୍ତୁ ଚକୋଲେଟ ସେକ

ଚକୋଲେଟ ସେକ ପାଇଁ ଆବଶ୍ୟକୀୟ ସାମଗ୍ରୀ: ୧ କଦଳୀ ୧ କପ କ୍ଷୀର ଦେଢ଼ କପ କ୍ରିମ ୩ ଟେବୁଲ ସ୍ପୁନ କାଜୁ ୨ ଚାମଚ କୋକୋ ପାଉଡ଼ର ୨ ଟେବୁଲ ସ୍ପୁନ ଡାର୍କ ଚକୋଲେଟ ପ୍ରସ୍ତୁତି: ସେକ ତିଆରି କରିବା ପାଇଁ ପ୍ରଥମେ ଡାର୍କ ଚକୋଲେଟକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ ।

ଲକଡାଉନ ରେ ଦୁର୍ଦ୍ଦଶା ଭୋଗୁଛନ୍ତି ଅଟୋ ଚାଳକ

ବର୍ତ୍ତମାନ ସମଗ୍ର ରାଜ୍ୟରେ ଲକଡାଉନ ଚାଲୁଥିବା ସମୟରେ ଅନେକ ଲୋକ ଖାଇବାକୁ ନପାଇ ଜୀବନ ହାରୁଛନ୍ତି , ଏଭଳି ଅନେକ ନିମ୍ନ ଶ୍ରେଣୀର ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କର ଲକଡାଉନ କୁ ପାଳି ଘରେ ରହି ଆସୁଥିଲେ ମଧ୍ୟ ଦିନକୁ ଦି ଓଳି ଖାଇବାକୁ ପାଇବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇପଡିଛି ।

ନିମ୍ନ ମାନର କାର୍ଯ୍ୟ ହେତୁ ଅସରାଏ ବର୍ଷାରେ ଯାତାୟତ ଠପ୍ ; ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗ୍ରାମ ନିକଟସ୍ଥ ଡମଶାଳ ନଦୀ ସଲଗ୍ନ ବିଜୁ ସେତୁ ଅନେକ ଦିନ ଧରି ନିର୍ମାଣ ହୋଇସାରିଥିଲେ ସୁଧା ସେତୁ କୁ ସଂଯୋଗ କରାଯିବାର କୌଣସି ସୁବିଧା ସୁଯୋଗ ହୋଇପାରି ନାହଁ। ସୂଚନାଯୋଗ୍ୟ କି , ପଳାସପିଠିଆ ଠାରୁ
error: Content is protected !!