News
lipub
samparksetu

ଶିଶୁ ପୁତ୍ରକୁ ଛାଡି ଚାଲିଯାଇଥିବା ଦମ୍ପତ୍ତିଙ୍କର ଉଦ୍ଧାର ପରେ ମହିଳାଙ୍କ ମୃତ୍ୟୁ !

କାମାକ୍ଷାନଗର ଥାନା ଅନ୍ତର୍ଗତ ଭଣ୍ଡାରିଆ ଗାଁ ର ଶିଶିର ପ୍ରଧାନଙ୍କ ସ୍ତ୍ରୀ ଗତ ୬ ତାରିଖ ଶନିବାର ଦିନ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁ ପୁତ୍ର ଟି ଅସୁସ୍ଥ ଥିବାରୁ ତାକୁ ନିଉ ବର୍ଣ୍ଣ ଓ୍ବାର୍ଡରେ ରଖାଯାଇଥିଲା। ଏହି ଓ୍ବାର୍ଡ ମଧ୍ୟକୁ ପ୍ରବେଶ

ମରାମତି ର ୨ମାସ ନପୁରୁଣୁ ପୁଣି ଭାଙ୍ଗିଲା ବସଷ୍ଟାଣ୍ଡ ସହୀଦ ସ୍ମୃତି ସ୍ତମ୍ଭ !

ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସହିଦ ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସହିଦଙ୍କ ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସରକାର ସହିଦଙ୍କ ସମ୍ମାନାର୍ଥେ ଦେଶର ପ୍ରମୁଖ ସ୍ଥାନରେ ସହିଦ ମୀନାର ତ ସ୍ତମ୍ଭ ନିର୍ମାଣ କରିଛନ୍ତି । ସେମାନଙ୍କ ବଳିଦାନକୁ ମନେପକାଇବା

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଗୃହରେ ମଙ୍ଗଳୋତ୍ସବ କାର୍ଯ୍ୟ ସମ୍ପନ୍ନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ବୃଷ

ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସରଖିଆ ଖେଳ ପଡିଆରେ ଚଳିତ ବର୍ଷର ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗୌରୀ ସ୍ପୋର୍ଟିଂ ସିମିଳିଆ ଓ କନ୍ଧପଡା ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ଯାଚ ୧୬ ଓଭର ବିଶିଷ୍ଟ ମ୍ଯାଚରେ ସିମିଳିଆ ପ୍ରଥମେ ବ୍ୟାଟିଂ କରି ୮ ଗୋଟି ୱିକେଟ ହରାଇ ୧୧୪ ରନ କରିବାରେ ସକ୍ଷମ

ପୌର ନିର୍ବାଚନ ପାଇଁ ଆପ୍ ର ବୈଠକ

ଢେଙ୍କାନାଳ ପୌର ନିର୍ବାଚନ ପାଇଁ ଆପ୍ ଢେଙ୍କାନାଳ ର ସଜବାଜ । ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଢେଙ୍କାନାଳ ବାଜିଚୌକସ୍ଥିତ ବାଉଁଶ ହୋଟେଲ ଠାରେ ପୌରାଞ୍ଚଳର ୮ଟି ୱାର୍ଡର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାମାଜିକ ସଂସ୍କାର ଉପରେ କର୍ମୀ ମାନେ

ଇଲେଇଜଙ୍ଗ ଠାରେ ଉଦଘାଟନ ହେଲା ନୂତନ ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର

ଆଜି ପବିତ୍ର ସ୍ୱରସତୀ ପୂଜାରେ ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ଇଲେଇଜଙ୍ଗ ଶ୍ରୀକ୍ଷେତ୍ର ଗାର୍ମେଣ୍ଟସ ପାଖରେ ଏକ ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର ସ୍ଥାପନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅମୁଲି ବେହେରା ଯୋଗ ଦେଇ ସ୍କୁଲ କୁ ଉଦଘାଟନ

ଶେଷ ନିଃଶ୍ୱାସ ତ୍ୟାଗ କଲେ ଗାୟକ ବାଣି ଭୂଷଣ ଶ୍ରୀ ସର୍ବେଶ୍ଵର ସାହୁ

ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପାଲା ଗାୟକ ଶ୍ରୀ ସର୍ବେଶ୍ଵର ସାହୁ ଗତକାଲି ସନ୍ଧ୍ୟାରେ ନିଜର ପୈତୃକ ଗ୍ରାମ ହିନ୍ଦୋଳ ବ୍ଲକ ଅନ୍ତର୍ଗତ କୁକୁଟା ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ଓଡ଼ିଆ ବ୍ୟତୀତ ହିନ୍ଦୀ, ଇଂରାଜୀ, ବଙ୍ଗଳା

ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଶାମଳ ଜଙ୍ଗଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତଦେହ ପାଖରେ ପଡିରହିଛି ବାଇକ୍ । ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେଥିବା ଶାମଳ ଜଙ୍ଗଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି, ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ପଡିରହିଛି । ମୃତ ଯୁବକ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଦ୍ୱାଦଶଚନ୍ଦ୍ର ପ୍ରଭାବରେ ସାଧାରଣ କଥାରେ ବିବ୍ରତ ହେବା କ୍ଷତିକାରକ ହେବ। ସାମାଜିକ ସ୍ତରରେ ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ସମସ୍ୟା ଆସିପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବନ୍ଧୁମାନଙ୍କ

ବସନ୍ତ ପଞ୍ଚମୀ

ମାଘ ମାସ ଶୁକ୍ଳ ପକ୍ଷ ଶ୍ରୀପଞ୍ଚମୀ ତିଥିପୀଠେ ଉଭା ଜଗଦ୍ଧାତ୍ରୀ ଦେବୀ ସରସ୍ବତୀ l ମହାମାୟା ମହାଭଦ୍ରା ସ୍ୱରମ୍ଭିକା ବାଣୀମହାଶ୍ୱେତା କାଦମ୍ବରୀ ତ୍ରିଗୁଣା ହଂସିନୀ l ବିଦ୍ୟାରୂପା ସନାତନୀ ପ୍ରଜ୍ଞା ଇରା କାନ୍ତାସୌଦାମିନୀ ସୁବାସିନୀ ସୌମ୍ୟା ଚିତ୍ରାଙ୍ଗଦା l ମହାବିଦ୍ୟା
error: Content is protected !!