News
lipub
samparksetu

ଶେଷ ନିଃଶ୍ୱାସ ତ୍ୟାଗ କଲେ ଗାୟକ ବାଣି ଭୂଷଣ ଶ୍ରୀ ସର୍ବେଶ୍ଵର ସାହୁ

ଢେଙ୍କାନାଳ ଜିଲ୍ଲାର ବିଶିଷ୍ଟ ପାଲା ଗାୟକ ଶ୍ରୀ ସର୍ବେଶ୍ଵର ସାହୁ ଗତକାଲି ସନ୍ଧ୍ୟାରେ ନିଜର ପୈତୃକ ଗ୍ରାମ ହିନ୍ଦୋଳ ବ୍ଲକ ଅନ୍ତର୍ଗତ କୁକୁଟା ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ଓଡ଼ିଆ ବ୍ୟତୀତ ହିନ୍ଦୀ, ଇଂରାଜୀ, ବଙ୍ଗଳା

ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଶାମଳ ଜଙ୍ଗଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତଦେହ ପାଖରେ ପଡିରହିଛି ବାଇକ୍ । ଢେଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେଥିବା ଶାମଳ ଜଙ୍ଗଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି, ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ପଡିରହିଛି । ମୃତ ଯୁବକ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଦ୍ୱାଦଶଚନ୍ଦ୍ର ପ୍ରଭାବରେ ସାଧାରଣ କଥାରେ ବିବ୍ରତ ହେବା କ୍ଷତିକାରକ ହେବ। ସାମାଜିକ ସ୍ତରରେ ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ସମସ୍ୟା ଆସିପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବନ୍ଧୁମାନଙ୍କ

ବସନ୍ତ ପଞ୍ଚମୀ

ମାଘ ମାସ ଶୁକ୍ଳ ପକ୍ଷ ଶ୍ରୀପଞ୍ଚମୀ ତିଥିପୀଠେ ଉଭା ଜଗଦ୍ଧାତ୍ରୀ ଦେବୀ ସରସ୍ବତୀ l ମହାମାୟା ମହାଭଦ୍ରା ସ୍ୱରମ୍ଭିକା ବାଣୀମହାଶ୍ୱେତା କାଦମ୍ବରୀ ତ୍ରିଗୁଣା ହଂସିନୀ l ବିଦ୍ୟାରୂପା ସନାତନୀ ପ୍ରଜ୍ଞା ଇରା କାନ୍ତାସୌଦାମିନୀ ସୁବାସିନୀ ସୌମ୍ୟା ଚିତ୍ରାଙ୍ଗଦା l ମହାବିଦ୍ୟା

ଗଛରେ ପିଟିହେଲା ଅଟୋ ; ୩ ଆହତ , ଜଣେ ଗୁରୁତ୍ତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କିଳି ଗ୍ରାମରେ ଦୁର୍ଘଟଣା । ଅଟୋ ଓଲଟି ,୩ ଆହତ ଜଣେ ଗୁରୁତ୍ତର ହୋଇଛନ୍ତି ।ସୂଚନା ଅନୁଯାୟୀ ଗୋଟିଏ ଅଟୋ ରେ କିଛି ଯାତ୍ରୀ ସାନ୍ଦ। ବନ୍ଧୁଘର ଯାଇ ନିଜ ଘର କଙ୍କିଳି ଫେରୁଥିବା ସମୟରେ ଅଟୋଟି ଏକ ଗଛରେ ପିଟି ହୋଇଥିଲା । ଆହତଙ୍କୁ

ବାଜିଚୌକ ଓଭରବ୍ରିଜ ତଳେ ପିକଅପ ଭ୍ୟାନ ଧକ୍କାରେ ୨ଶିଶୁ ମୃତ ଘଟଣା ; ମୃତକଙ୍କ ପରିବାରଙ୍କୁ ମିଳିଲା ଅନୁକମ୍ପା ରାଶି

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୌକ ରେଲୱେ ଓଭରବ୍ରିଜ ତଳେ ଏକ ସଡକ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଓଭର ବ୍ରିଜ ତଳେ ଏକ ପିକ ଅପ ଭ୍ୟାନ ଧକ୍କା ଦେବାରୁ ଏହି ଦୁଃର୍ଘଟଣା

ରେଙ୍ଗାଳି ବାମ କେନାଲ ଅଫିସ ରେ ଲାଗିଲା ନିଆଁ

ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆଭୁବନ ଠାରେ ଥିବା ରେଙ୍ଗାଳି ବାମ କେନାଲ ର କାର୍ଯାଳୟରେ ଆଜି ଅଚାନକ ନିଆଁ ଲାଗିଯାଇଥିବାର ଦେଖିବାକୁ ମିଥିଲା । ସର୍ଟ ସର୍କିଟ ହେତୁ ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ଦ୍ୱରା ନିଆଁ କୁ ଆୟତ କରିଛି

ବନବିଭାଗ ର ଚଢ଼ାଉ , ପଚାଶ ହଜାର ଟଙ୍କା ମୂଲ୍ୟର ଶାଳବହ୍ଲା ବୋଝେଇ ପିକଅପ ଜବତ

ବନବିଭାଗ ର ଚଢ଼ାଉ , ଶାଳ ବହ୍ଲା ବୋଝେଇ ପିକଅପ ଜବତ ସହ ଦୁଇ ଜଣ କୁ ଅଟକ ରଖିଛି ବନବିଭାଗ ।ଅଟକ ଦୁଇଜଣ ହେଲେ କଙ୍କଡାହାଡ ଥାନା ମୁଣ୍ଡାସାହି ର ସତ୍ୟାନନ୍ଦ ନାୟକ ଓ ରତ୍ନାକର ନାୟକ । ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ର ଏକ ଟିମ କଙ୍କଡାହାଡ ମୁଣ୍ଡାସାହି ରେ ଚଢ଼ାଉ

ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜୟୀ ଟ୍ରଫି ନେଲା ହିନ୍ଦୋଳ

ଗତ ୬ ଫେବୃୟାରୀ ୨୦୨୧ ରୁ ହିନ୍ଦୋଳ ଏନ୍ଏସି ୮ନଂ ଓ୍ଵାର୍ଡ ମୀରାବଜାର ଦ୍ବାରା ଆୟୋଜିତ ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଫାଇନାଲ ମ୍ୟାଚ ଆଜି ୧୪ ଫେବୃୟାରୀ ରେ ଉଦଯାପନ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ହିନ୍ଦୋଳ ଲଗାନ ଏକାଦଶ ସହିତ ହିନ୍ଦୋଳ ଦୁଦୁରକୋଟ ମଧ୍ୟରେ ଅନୁଷ୍ଠିତ

ନବଜାତ ଶିଶୁକୁ ଛାଡି ମା ଫେରାର !

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନବଜାତ ଶିଶୁ ପୁତ୍ରକୁ ଛାଡି ମା ଚାଲିଯିବା ପରେ ଘଟଣା ଚର୍ଚ୍ଚା ବିଷୟ ହୋଇଛି। ସୂଚନା ମୁତାବକ ଗତ ୬ ତାରିଖ ଶନିବାର ଦିନ କାମାକ୍ଷାନଗର ବ୍ଲକ ଭଣ୍ଡାରିଆ ଗାଁ ର ଶିଶିର ପଧାନଙ୍କ ପତ୍ନୀ ପ୍ରତିମା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ
error: Content is protected !!