News
lipub
samparksetu
Browsing Category

ଫୁରସତ

ଇସଲାମରେ ଖିଲାଫତର ମହତ୍ତ୍ଵ

" ଇସଲାମରେ ଖିଲାଫତର ମହତ୍ତ୍ଵ "୨୭ ମେ ୧୯୦୮ ଅହମଦିୟା ମୁସଲିମ ଖିଲାଫତ ଦିବସ ଉପଲକ୍ଷେ ବିଶେଷ ପ୍ରସ୍ତୁତି ଖିଲାଫତ୍ (Successorship ) ଗୋଟିଏ ଆରବି ଶବ୍ଦ ଯାହାର ଅର୍ଥ ହେଉଛି ଉତ୍ତରାଧିକାରୀ। କୌଣସି ନବୀ, ରସୁଲ୍ ତଥା ଅବତାରଙ୍କର ଦେହାବସାନ ପରେ ତାଙ୍କ ଆଧ୍ୟାତ୍ମିକ କାର୍ଯ୍ୟକୁ

ମହାପୁରୁଷ ବୁଦ୍ଧ ଦେବ

ହିମାଳୟ ପର୍ବତ ସମୀପରେ କପିଲବସ୍ତୁ ନାମକ ନଗର ଟିଏ ଥାଏ। ମହାରାଜା ସୁଦ୍ଧୋଧନ ଗୈାତମ ଥାଆନ୍ତି ଏହାର ଶାସନ କର୍ତ୍ତା। କପିଲ୍ ବସ୍ତୁ ରେ କୈାଣସି ପ୍ରକାରର ଅଭାବ ଅନାଟନ ନ ଥାଏ, ଚାରି ଦିଗେ ସୁଖ ଶାନ୍ତିର ପରିବେଶ ଥିଲା । ଖ୍ରୀଷ୍ଟପୂର୍ବ ୫୬୩ ରେ ମହାରାଜା ସୁଦ୍ଧୋଦନ ଗୈାତମଙ୍କ ଘରେ

ତୁମେ ଗଲା ପରେ

ଶାମୁକା ଦେହରେ ମୋତି ଖଞ୍ଜିଥିଲସାଜି ବୈଜ୍ଞାନିକ ତୁମେ !ନିହଣ ମୁନରେ ଖୋଦେଇ କରିଲଅର୍ଦ୍ଧ କୋଣାରକ ନାମେ !!କାଗଜ ଫୁଲରେ ବାସ୍ନା ଭରି ତୁମେମହାକାଇ ଦେଉଥିଲ !ମୋ ସଂସାର ରଥ ସାରଥୀ ଭାବରେଶିରୀକୃଷ୍ଣ ସାଜିଥିଲ !!ଭିନ୍ନ ପରିଚୟେ ଜୀଇଁବା ଶିଖାଇଅଙ୍କାବଙ୍କା ଝରଣାରେ !କୁଳୁକୁଳୁ ହୋଇ ବହିଲା

ଅନ୍ଧାର ରାତି ର ସାଥି

"ଅନ୍ଧାର ମାଡି ଆସିଲାଣି ତୁ ବାରିପଟ ପିଣ୍ଡାଟାରେ କାହିଁକି ଏମିତି ମୁକୁଳା କେଶ ରେ ବସି ରହିଛୁ,ତତେ କଣ ଦିଶୁନାହିଁ ଚାରିଦିଗ ଅନ୍ଧାର ହୋଇଗଲାଣି , ଏ ମଞ୍ଜୁ,ମଞ୍ଜୁ ତୁ କଣ କଲୁଣି ହେଇ ଗଲୁଣି" ଶେଷରେ ବିରକ୍ତ ହୋଇ ଆଉ କିଛି ନ କହି ମଞ୍ଜୁ ର ମା ଚାଲି ଯାଇଥିଲେ ଗୁହାଳ ଘର ଆଡକୁ ।ହେଲେ

ଅଲୋଡ଼ା ବେଦି

ଅଳପ  ଦିନର     ଚାରୁ କଳାକୀର୍ତ୍ତି        ମଙ୍ଗୁଳା କନିଆ ରାଣୀ !ଝପଟିବ  ବର      ସୁସଜ୍ଜିତ ଢଙ୍ଗେ       ଆଦରେ  ହୋଇ ବରଣୀ !! ବିଧାତା  ଲେଖନ୍ତି    ଭାଗ୍ୟର  ହିସାବ       ଛାଇ  ଆଲୁଅର  ଖେଳ !ସମୟ  ଧରିଛି      ଧରମ  ତରାଯୁ      ମାପିଚୁପି  ଟିକେ ଚଳ  !! ଦୃଢ 

ଶମଶାନେ ଦୀପାବଳି

ଶମଶାନେ ଏ କି! ଦୀପାବଳି,ଦେଉଛି କେ ମଣିଷର ବଳି।ହାଡ଼ର ଆହୁତି ଦିଏ,ଅଥର୍ବ ଏ ଶାସନର ଗଳି। କାହିଁ ସେଇ ଅଦୃଶ୍ୟ ଜୀବାଣୁ,ସ୍ପନ୍ଦନ ରହିତ କରିଦୁନିଆକୁ କରିଛି ଯେ ସ୍ଥାଣୁ । ବେତାଳଙ୍କ ନିର୍ବାଚନୀ ସଭା,ନରହନ୍ତା ହୁଏ ସେଠି ଉଭା।ହଳାହଳ ବିଷର ପ୍ରସାଦ,ଚଳୁ କରି ନାଚେ ମଦମତ୍ତ। ରଚି

ଅନଲାଇନ ଏଜୁକେସନ

ଆମ କାଳ ପାଠ ପଢ଼ା ଶୈଳୀ ଥିଲାସତରେ କେତେ ନିଆରା !ମାଟି ସିଲଟରେ କାଠି ଖଡ଼ି ଧରିହଉଥିଲା ଖାଲି ଘୋଷରା !!ଏବେ ଚାଲୁଅଛି ଅନଲାଇନଶିକ୍ଷାଫାଡ଼ିଆ ମୋବାଇଲରେ !ସାର, ମାଡାମ ଟିଚିଙ୍ଗି ଦିଅନ୍ତିପାଶ୍ଚାତ୍ୟ ଦେଶ ଢାଞ୍ଚାରେ !!ଅନଲାଇନ ପଢ଼ା ବାହାନାରେହ୍ୱାଟ୍ସଅପ ଫେସବୁକରେହେଉଅଛି ଖାଲି ଚାଟିଙ୍ଗି

ମା ‘

ଦିନେ ଯାଇ ଥିଲି ସରଗ ରାଇଜେଦେଖୀ ବାକୁ ତାରା ଭିନ,, ଭାବୁଥି ଲି ତହିଁ ମିଳିବ ଯେଉଁଠୀଈଶ୍ୱର ଙ୍କ ଥିଲା ଚିହ୍ନ ,,, ବିଶ୍ଵ ମଣ୍ଡଳ କୁ ପ୍ରେକ୍ଷଣ କରିଲେ,,,ଦେଖିଲି ଅନେକ ଗ୍ରହ ,,ତାରକା ପୁଞ୍ଜ ନକ୍ଷତ୍ର ସୁରୁଜ,,ଦେଖି ବଢିଲା ଆଗ୍ରହ ଆଗେ ଯାଉ ଯାଉ ନିଦ ଭାଙ୍ଗି ଗଲାପଡ଼ିଲି ପୃଥିବୀ

ମଶାଣି ତୀର୍ଥ

ପୁଣ୍ୟତୋୟା ମୁଁ ଭାର୍ଗବୀ ତଟମଶାଣି ମୋର ନାମ !କୁଢ଼ କୁଢ଼ ଶବ ନିଇତି ଛୁଟନ୍ତିଯିବାକୁ ମୁକ୍ତି ଧାମ !!ସକଳ ତୀର୍ଥ ଶେଷାଗ୍ରେ ସ୍ଥାନକୋଳେଇ ନିଏଧରି !ରାଜନେତା ଅବା ଦିନମଜୁରିଆସଜ୍ଜିତ ଦଣ୍ଡାଧିକାରୀ !!ସର୍କାର ଲେଖନ୍ତି ମୃତ୍ୟୁଇତିହାସନିର୍ବୋଧବୋକାପରି !ଅସହାୟ ଖୋଜେ ଯୁଇରନିଆଁରେହରତାଳଅସୀ

ଜେସାକୁ ତେସା

ସନିଆ ଜମିରେ ହଳ କରୁଥିଲା। ନିଳା ଆଉ ଧଳା ବଳଦ ଦିଟା ହସା ହସି ହେଉଥିଲେ। ଏ କଥା ହଳ ପଛେ ପଛେ ବୁଲୁଥିବା ବଗ ଦେଖି ପକାଇଲା। ବଗ ପଚାରିଲା"ଭାଈ ଆଜି କଣ ହୋଇଛି କି….ଏମିତି ହସୁଛ !"ନିଳା କହିଲା ଏବେ ପରା ହସିବା ବେଳ। ଦେଖୁନୁ ଆମେ କୁଆଡେ ଧାନ କି ଫସଲ ଖାଈ ଦେବୁ ବୋଲି ମାଲିକ ଆମ
error: Content is protected !!