

Browsing Category
ଖେଳ
ଭୋଳେଶ୍ୱର ଓ ମାୟାଧର ମେମୋରିଆଲ ଟୁର୍ଣ୍ଣାମେଣ୍ଟରେ ସୋଗର ଚାମ୍ପିୟନ
କନ୍ତିଓ ପୂଟସାହି ପଞ୍ଚାୟତ ର ଜକା କ୍ରିକେଟ ଗ୍ରାଉଣ୍ଡ ରେ ଫାଇନାଲ ମ୍ୟାଚ୍ ସୋଗର ଓ ଆୟୋଜକ ଜକା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଥେମେ ସୋଗର ବ୍ୟାଟିଂ ର ଆମନ୍ତ୍ରଣ ପାଇ ୧୫ ଓଭର୍ ରେ ୧୭୫ ରନ୍ ସଂଗ୍ରହ କରି ଥିଲା ଜବାବ ରେ ଜକା ୧୦୯ ରନ୍ ସଂଗ୍ରହ କରି ସମସ୍ତ ୱିକେଟ୍ ହରାଇ ଥିଲା ।!-->!-->!-->…
ମେଗା ଫାଇନାଲ ରେ ନୂଆ ଟିମର ବାଜିମାତ
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରିଆ ଖେଳ ପଡ଼ିଆ ଠାରେ ବାବା ସାଧୁ ଗୋସାଇଁ କ୍ରିକେଟ କ୍ଲବ ରିଆ ପକ୍ଷରୁ ଏକ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା।
ଯାହାର ମେଗା ଫାଇନାଲ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ଫାଇନାଲ ମ୍ୟାଚଟି ପରଜଙ୍ଗ!-->!-->!-->…
ବରସାହି କ୍ରିକେଟ ଟିମ୍ ଚମ୍ପିୟାନ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ପଞ୍ଚାୟତର ବର ସାହି ଓ ବାଘୁଆ ସାହି ମଧ୍ୟରେ ବର ସାହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ , ଇଟାଭାଟି ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଟସ ଜିତି ନିର୍ଧାରିତ ୧୫ ଉଭରେ ୬ ଉଇକେଟ୍ ବିନିମୟରେ ୧୮୮ ରନ୍!-->…
୧୦ ତମ ବନମାଳୀ କ୍ରିକେଟ କପ୍ ଉଦଯାପିତ
ନାଗିଆପସି ଠାରେ ୧୦ ତମ ବନମାଳୀ କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି । ଉକ୍ତ ମ୍ୟାଚ ତାଳବରକୋଟ ବନାମ କିଆଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ସଦର ବ୍ଲକ ନାଗିଆପସି ଗ୍ରାମରେ ୧୦ତମ ବନମାଳୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ କିଆଝର ୧୮ ଓଭର୍ ରେ ଅଲଆଉଟ୍ ହୋଇ ୧୫୫ ରନ୍!-->!-->!-->…
୧୨ତମ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ ୧୨ତମ ପ୍ରିୟବ୍ରତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଙ୍ଗମାଟିଆ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଯାଇଛି।
ଏହି ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୧୬ଟି ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚଟି ଗୋପାଳପୁର ଓ ମହାବୀର କ୍ଲବ!-->!-->!-->…
୧୪ ତମ ମହାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,ପିତିରି ଚମ୍ପିୟାନ
ପରଜଙ୍ଗ ବ୍ଲକ କୁଆଳୋ ପଞ୍ଚାୟତର ପରହଂସପୁର ଗ୍ରମରେ ୧୪ ତମ ମହାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏକ ଦିବସୀୟ ଖେଳ ଅନୁଷ୍ଠିତ ହେଇଯାଇଛି । ଏଥିରେ ତାଳଚେର ଓ ପରଜଙ୍ଗ ଅଞ୍ଚଳର ୮ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ , ପ୍ରଥମେ କୁଆଳୋ ଗ୍ରାମ ର ଯୁବ ସମାଜସେବୀ ଅଜିତ୍ କୁମାର ସାହୁ ପୂଜାର୍ଚ୍ଚନା!-->…
୧୨ତମ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଢେଙ୍କାନାଳ ଜିଲ୍ଲା ଦେଓଗାଁ ପଞ୍ଚାୟତ ମହୁଲଖୋଳି ରଙ୍ଗମାଟିଆ ଷ୍ଟାଡିଅମ ରେ ୧୨ ତମ ବାର୍ଷିକ ପ୍ରିୟବ୍ରତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହେଇଯାଇଛି l ଆଜିର ଉଦଘାଟନ ମ୍ୟାଚରେ ମୁଖ୍ୟଅତିଥି ସମାଜସେବୀ ରାଧାରାଣୀ ବେହେରା ଓ ଅଭିରାମ ବେହେରା ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ!-->…
କଳାପାଟ୍ଟ ଧଳାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ କୁଣ୍ଢେଇ ଖୋଲ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଖେଳ ପଡ଼ିଆରେ କଳାପାଟ୍ଟ ଧଳାପାଟ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।
ଫାଇନାଲ ମ୍ୟାଚ ଆୟୋଜକ କଳାପାଟ୍ଟ ଧଳାପାଟ୍ଟ କ୍ରିକେଟ ଟିମ୍ ଓ କୁଆଳୋ ଅଷ୍ଟଶମ୍ଭୁ କ୍ରିକେଟ ଟିମ୍!-->!-->!-->…
ସତ୍ୟଜିତ ସ୍ମାରକି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ
ଢ଼େଙ୍କାନାଳ ଜିଲ୍ଲା ,ଭୁବନ ବ୍ଲକ ବାଲିବୋ ଗ୍ରାମ ବ୍ଲୁ ବାର୍ଡ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ୩୨ତମ ସତ୍ୟଜିତ ସ୍ମାରକି କ୍ରିକେଟ ଟୁର୍ଣ୍ଣମେଣ୍ଟ ର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି
ଫାଇନାଲ ମ୍ୟାଚ ରେ ଭୁବବ କ୍ରିକେଟ ଆସୋସିଏଶନ କୋଣାର୍କ କ୍ରିକେଟ କ୍ଲବ,ସୁକିନ୍ଦା କୁ!-->!-->!-->…
ନୀଳକଣ୍ଠ ପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠ ପୁର ଗାଁରେ ୧୫ ତମ ବାର୍ଷିକ ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ବରିଷ୍ଟ ବିଜେଡି ନେତା ଆଦିତ୍ୟ କୁମାର ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟତମ!-->…